ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

ବଲାଙ୍ଗୀର: ବଲାଙ୍ଗିର ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଯୋଗୁ ବଲାଙ୍ଗୀର ଜିଲାରେ ଜନଜୀବନ ବ୍ୟାହତ ହୋଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ, ବ୍ୟାଙ୍କ କର୍ମଚାରୀ କାର୍ଯ୍ୟ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି। ବିଭିନ୍ନ ବ୍ୟାଙ୍କ, ବୀମା ପ୍ରତିଷ୍ଠାନ, ସରକାରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଲି… Continue reading ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

You cannot copy content of this page