ଧର୍ମଗଡ ୦୫/୦୩/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ) : ସୁଭଦ୍ରା ସହିତ ସାମିଲ ହେବା, ଓଡିଶାର ସମ୍ବୃଦ୍ଧିିର ମଙ୍ଗ ଧରିବା, ସୁଭଦ୍ରା ସହାୟତା ଦେଲେ ଆମ ସରକାର,, କୋଟିଏ ମହିଳାଙ୍କ ସ୍ବପ୍ନ ହେଲା ସାକାର ଏହି ନାରା ଦେଇ ଆଜି ଖମାରହଳଦୀ ଗ୍ରାମ ପଞ୍ଚାୟତ ଠାରୁ ଗ୍ରାମପଞ୍ଚାୟତ ସ୍ତରୀୟ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ MBK,CRP , ପ୍ରମୁଖ ଏକ ଶୋଭା ଯାତ୍ରାରେ ବାହାରି ଗ୍ରାମକୁ ପରିକ୍ରମା କରିଥିଲେ। ପରେ ଏକ ସଭା ର ଅୟୋଜନ କରଯାଇଥିଲା। ସ୍ଥାନୀୟ… Continue reading ଖମାରହଳଦୀ ଗ୍ରାମପଞ୍ଚାୟତ ରେ ସୁଭଦ୍ରା ଶୋଭାଯାତ୍ରା
ଖମାରହଳଦୀ ଗ୍ରାମପଞ୍ଚାୟତ ରେ ସୁଭଦ୍ରା ଶୋଭାଯାତ୍ରା
