ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

ଭବାନୀପାଟଣା, ୨୮/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : ସୂର୍ଯ୍ୟମୁଖୀ ଚାଷ ଦେଇଛି ରୋଜଗାରର ପନ୍ଥା । ଦାଦନ ଯିବା ପରିବର୍ତ୍ତେ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ଗାଁ ଏବେ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଯାଉଛି ସେହି ଗାଁ ରାସ୍ତାରେ ଅଟକି ଯାଉଛି । ତାକୁ ଆକର୍ଷିତ କରୁଛି ସୂର୍ଯ୍ୟମୁଖୀ ଫୁଲ ଚାଷ ଭବାନୀପାଟଣା ସହରଠାରୁ… Continue reading ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

You cannot copy content of this page