ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ରାଉରକେଲା: ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଅଧିନସ୍ତ ରାଉରକେଲା ଇସ୍ପାତ କାରଖାନାକୁ ଲିଜ୍‌ ଦିଆଯାଇଥିବା ଅବ୍ୟବହୃତ ସରକାରୀ ଜମିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପ ଓ ରାଉରକେଲା ବିମାନବନ୍ଦର ବିକାଶରେ ବାଧା ଦୂର କରିବା ଉପରେ ଗୁରୁତ୍ବI ରାଉରକେଲାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ଆରଏସପି କୁ ପୂର୍ବରୁ ଲିଜ୍‌ ଦିଆଯାଇଥିବା ସରକାରୀ ଜମିର ଅବ୍ୟବହାର ଓ ଜବରଦଖଲକାରୀ ଙ୍କ ଦ୍ଵାରା ଅବୈଧ… Continue reading ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘର ପ୍ରତିନିଧି ଦଳ

ବଲାଙ୍ଗୀର: ବଲାଙ୍ଗିର ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ମନ୍ତ୍ରୀ ପୂଝାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଓ ବଲାଙ୍ଗୀରରେ ପ୍ରସ୍ତାବିତ ସିଭିଲ କୋର୍ଟ ନିର୍ମାଣର ସ୍ଥାନ ନିରୂପଣ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗୀରରେ ହାଇକୋର୍ଟ ବେଂଚ ଦାବିକୁ ନେଇ ଓକିଲ ମାନଙ୍କ ଦାବିର ଯଥାର୍ଥତା ରହିଛି ବୋଲି… Continue reading ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘର ପ୍ରତିନିଧି ଦଳ

You cannot copy content of this page