ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଖଣ୍ଡୁଆଳ-୨ ବିଜୁ ଆଦର୍ଶ କଲୋନୀ ଅଂଚଳରେ ବିଜେଡିର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଡେପୁଟି ମେୟର ମଞ୍ଜୁଲତା କଅଁର ଏବଂ ସଭାପତି କୈଳାଶ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ପ୍ରମୋଦ କୁମାର ମାର୍ଥାଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଉତର ବିଧାୟକ ସୁଶାନ୍ତ ରାଉତଙ୍କୁ ସ୍ୱାଗତ କରାଯିବା ସହ ଏକ ରାଲି ମଧ୍ୟ କରାଯାଇଥିଲା । ଏହାସହ ଏକ ସଭା ମଧ୍ୟ ବିଧାୟକ ସୁଶାନ୍ତ ରାଉତଙ୍କ… Continue reading ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନିର୍ବାଚନୀ ପ୍ରଚାର

You cannot copy content of this page