ଦେଓଗାଁ ଜରାସିଂହା ପାଟଖଣ୍ଡା ଯାତ୍ରା : ଦେବୀଙ୍କ ବାହୁଡ଼ା ବିଜୟ ସମ୍ପନ୍ନ

ବଲାଙ୍ଗିର: ବଲାଙ୍ଗିର ଦେଓଗାଁ ବ୍ଲକ ଜରାସିଂହା ଯାତ୍ରାର ବଉରାପିଟା ଗୁଡ଼ିରୁ ନିଶିଗୁଡ଼ି ଖଳାକୁ ରବିବାର ସକାଳ ୯ଟାରେ ମାଁ ପାଟଖଣ୍ଡା ଦେବୀଙ୍କ ଆଗମନ ହୋଇଥିଲା । ସେହିପରି ଅପରାହ୍ନ ୧ଟା ପରେ ଜେନାପୂଜା ଓ ବିରୁପାଣି ପୂଜା ଏବଂ ରାତ୍ର ୯ଟାରେ ନିଶିଗୁଡ଼ି ଖଳାରେ ଯାତ୍ରା ଆରମ୍ଭ ହୋଇଥିଲା । ଏହି ପୂଜା ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ମାନସିକ ଧାରୀମାନେ ଆସି ଗୁହାରୀ କରିଥିବା ବେଳେ ପୂର୍ବରୁ ଏପରି ଗୁହାରୀ କରି ସଫଳତା ପାଇଥିବା… Continue reading ଦେଓଗାଁ ଜରାସିଂହା ପାଟଖଣ୍ଡା ଯାତ୍ରା : ଦେବୀଙ୍କ ବାହୁଡ଼ା ବିଜୟ ସମ୍ପନ୍ନ

You cannot copy content of this page