ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ବଲାଙ୍ଗିର: ବଲାଙ୍ଗିର ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲରେ ସିଆଇଏସ୍‌ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର ୧୪ ବର୍ଷ ବାଳକ ୪୧-୪୫ କେଜି ଖିଋଗୀ (ଫାଇଟ) ବିଭାଗରେ ସ୍ୱର୍ଣ୍ଣ ପଦକ, ପ୍ରିୟମ ସାହୁ ୫୧-୫୫ କେଜି ଖିଋଗୀରେ ସ୍ୱର୍ଣ୍ଣ ପଦକ, ଶୁଭମ ମେହେର ୪୫-୪୮ ଖିଋଗୀରେ ରୌପ ପଦକ, ସାନଭି ପ୍ରଧାନ… Continue reading ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

You cannot copy content of this page