ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ନୟାଗଡ: ନୟାଗଡ ଜିଲ୍ଲା, ଭାପୁର ବ୍ଲକ ଅନ୍ତର୍ଗତ କରବର ଗ୍ରାମର ଆକାଂକ୍ଷା ଙ୍କ ଅସ୍ମିକା ଯୁକ୍ତଦୁଇ ବିଜ୍ଞାନ 2025 ଓଡିଶା ବୋର୍ଡ ଅଧୀନ ବାର୍ଷିକ ପରୀକ୍ଷା ରେ 94.8% ପ୍ରତିଶତ ନମ୍ବର ରଖି ଅର୍ଥାତ 600 ରୁ 569 ନମ୍ବର ଅହେତୁକ ସଫଳତା ହାସଲ କରିବା ସହିତ ନୟାଗଡ ହାୟର ସେକେଣ୍ଡେରୀ ସ୍ୱୟଂ ଶାସିତ ଅର୍ଥାତ ନିଜ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି l ଝିଅମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଏହା ପୁନର୍ବାର ପ୍ରମାଣିତ… Continue reading ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଧିରେନ୍ଦ୍ର ପରିଡ଼ା ଙ୍କ ପୁତ୍ର ଦିବ୍ୟଜିତ୍ ପରିଡ଼ା ଏ-1 ପାଇଥିବାରୁ ତାକୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ ଅନୁଷ୍ଠାନ ଅକ୍ଷୟ ଯୁବ ସଂଘ ର ଆବାହକ ଅବିନାଶ ପଟ୍ଟନାୟକ ଶ୍ରୀ ପରିଡ଼ା ଙ୍କ ଦୁଲଣାପୁର ସ୍ଥିତ ବାସଭବନରେ ପୁଷ୍ପବୃଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନିରଞ୍ଜନ ସାହୁ, ଦିବ୍ୟଜିତଙ୍କ ମାତା ପୁଷ୍ପଲତା ପରିଡ଼ା ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର… Continue reading ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

You cannot copy content of this page