ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ବାଲିଅନ୍ତା,୧0|୧: ବିଶ୍ୱପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ମଧ୍ୟ ୮୫ ରୁ ଅଧିକ ପ୍ରବାସୀ ଭାରତୀୟ ମାନେ ଆସିଥିଲେ l ସେଠାରେ ମଧ୍ୟ ସ୍ଥାନୀୟ ପୁଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ସେମାନେ ସ୍ତୁପ ଉପରେ ବୁଲିବା ସହ ଭଗବାନ ଗୌତମ ବୁଦ୍ଧଙ୍କୁ ଦର୍ଶନ କରିଥିଲେ l ଏଥିସହ ଓଡିଶା ଇତିହାସର ଗାରିମାମୟ ଗାଥା ଓ କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକଙ୍କ ପ୍ରତିପତି ବିଷୟରେ ଜାଣିଥିଲେ l ସ୍ତୁପ ଉପରୁ ଭୁବନେଶ୍ୱର… Continue reading ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଇସ୍ତଫା ଦେଲେ

ଭୁବନେଶ୍ୱର: ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସେ ଓଟିଡିସି ଅଧ୍ୟକ୍ଷ ଗତକାଲି (ଶୁକ୍ରବାର) ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ମହାନ୍ତି କହିଛନ୍ତି, ସରକାର ପରିବର୍ତ୍ତନ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ସହ ଆମ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଏକ ରୂପାନ୍ତରୀକରଣ ହେବା… Continue reading ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଇସ୍ତଫା ଦେଲେ

You cannot copy content of this page