ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୧୬ରେ ଟ୍ରମ୍ପ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ୨୦୨୦ ନିର୍ବାଚନରେ ସେ ଡେମୋକ୍ରାଟିକ ଦଳ ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ହାରିଯାଇଥିଲେ। ଚଳିତ ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ୍‌ଙ୍କୁ ପରାଜିତ କରି ଟ୍ରମ୍ପ ଆମେରିକା ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ଟ୍ରମ୍ପ ଆମେରିକୀୟ… Continue reading ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଟ୍ରମ୍ପଙ୍କୁ ଗୁଳି କରିଥିବା ଯୁବକଙ୍କ ପରିଚୟ ମିଳିଛି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋଟିଏ ନିର୍ବାଚନୀ ସଭାରେ ଗୁଳିମାଡ଼ ହୋଇଛି। ପେନସିଲଭେନିଆ ଠାରେ ଟ୍ରମ୍ପ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିଟି ଟ୍ରମ୍ପଙ୍କ ଡାହାଣ ପଟ କାନରେ ମାଡ଼ ହୋଇଛି। ତେବେ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁଳିମାଡ଼ କରିଥିବା ଯୁବକ ଜଣଙ୍କ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ପ୍ରାଣ ହରାଇଛି। ଏଫବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଟ୍ରମ୍ପଙ୍କୁ… Continue reading ଟ୍ରମ୍ପଙ୍କୁ ଗୁଳି କରିଥିବା ଯୁବକଙ୍କ ପରିଚୟ ମିଳିଛି

You cannot copy content of this page