ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ

Utkal bulletin Charitable Turst 5th annualceremony held at bhubaneswar

10 ସାରସ୍ୱତ ପ୍ରତିଭାଧାରୀ ହେଲେ ସମ୍ବର୍ଦ୍ଧିତଭୁବନେଶ୍ୱର: ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ସ୍ଥାନୀୟ ୟୁନିଟ-9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ, ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି… Continue reading ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଅନ୍ତା: ଗାଁ ଗହଳି ଲୋକଙ୍କ ସମସ୍ୟା ବୁଝିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରୁଛି l ବାଲିଅନ୍ତା ବ୍ଲକ ଅଧିନ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ସ୍ଥିତ ଜ୍ଞାନଦେବୀ କଲ୍ଯାଣ ମଣ୍ଡପ ପରିସରରେ ଅଭିଯୋଗ ଶୁଣାଣୀ ଜନିତ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ସକାଳ ୧୧.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ନବ କିଶୋର ମଲ୍ଲିକ, ତହସିଲଦାର… Continue reading ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ

ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ ପ୍ରତାପଶାସନ ବାଳକାଟୀ ଗୋଟିଏ ଐତିହାସିକ ଗ୍ରାମ । ଭୁବନେଶ୍ୱର ଠାରୁ ଅଳ୍ପ ଦୂରତାରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ଗଢିଉଠିଥିବା ଏକ ଐତିହାସିକ ଗ୍ରାମ ହେଉଛି ଏହି ବାଳକାଟୀ। ଶ୍ରୀକ୍ଷେତ୍ର ଏବଂ ଖୋର୍ଦ୍ଧାଗଡକୁ ଯାଇଥିବା ପୁରୁଣା ଜଗନ୍ନାଥ ସଡ଼କ ଉପରେ ଏହା ଏକ ଐତିହାସିକ ସ୍ଥାନ । ସେତେବେଳେ ଏସବୁ ଅଞ୍ଚଳ ବାଲିରେ ପରିପୂର୍ଣ୍ଣ ଥିଲା। ନଦୀମାନଙ୍କରେ ବନ୍ଧ ନଥିଲା। ଦକ୍ଷିଣା ପବନରେ ବାଲି ଉଡ଼ିଆସି ଏସବୁ ବାଲିକୁଦ ମାନ… Continue reading ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ

You cannot copy content of this page