କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

chain loot in bhubaneswar

ଭୁବନେଶ୍ୱର: କଳା ପଲସରରେ ରାଜଧାନୀର ଗଳିକନ୍ଧିରେ ବୁଲି ଲୋକମାନଙ୍କ ଠାରୁ ଚେନ୍ ଝାମ୍ପିନେଉଥିଲେ ଚେନ୍ ଲୁଟେରା। ତେବେ ଏହାକୁ କମିଶନରେଟ ପୋଲିସ୍‌ର କବଜାରେ ଧରା ହୋଇ ଗିରଫ ହୋଇଛନ୍ତି ଦୁଇ ଚେନ୍ ଲୁଟେରା। ଚେନ୍ ଲୁଟେରାମାନେ ବହୁ ଦିନ ଧରି ଏମିତି ଲୁଟ୍ କରୁଥିବବେଳେ ଆଜି କମିଶନରେଟ୍ ପୋଲିସ୍ ଦୁଇଜଣଙ୍କୁ ଧରି ଗିରଫ କରିଛି । ଲୁଟେରା ପ୍ରଫୁଲ ନାୟକ ଓ ଫିରୋଜ ଦୁଇ ଚେନ୍ ଲୁଟେରା ଗଳି ଗଳି ବୁଲି ଚେନ୍ ଝାମ୍ପି ଲୁଟ୍ କରୁଥିଲେ।… Continue reading କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା

ଭୁବନେଶ୍ବର: ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ। ସୋମନାଥ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱରରୁ ହରିରାଜପୁର ଯାଉଥିଲେ ଦମ୍ପତ୍ତି। ହଠାତ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଲେ। ମୋଟା ଚେନ କାରଣରୁ ଚେନ୍ ନେଇପାରିନଥିଲେ ଲୁଟେରା । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ବିଷ୍ଣୁ ପାତ୍ର ପଛରେ ବସିଥିଲେ । ଲୁଟ୍ ନ କରିପାରି ପୁନର୍ବାର ଲୁଟ୍ ପାଇଁ ଗୋଡ଼ାଇ… Continue reading ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା

ଭରତପୁର ଥାନା ମାମଲାରେ ଜାରୀ ହେଲା ସ୍ୱତନ୍ତ୍ର ଏସ୍ ଓ ପି

ଭୁବନେଶ୍ୱର: ଭରତପୁର ଥାନାରେ ଗତ ଦୁଇ ମାସ ତଳେ ଘଟିଥିବା ଘଟଣାକୁ ନେଇ ଆସିଛି ସ୍ୱତନ୍ତ୍ର ଏସ୍‌ଓପି। ଭରତପୁର ଥାନା ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି । ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି। ଏନେଇ ଆଡଭକେଟ୍ ଜେନେରାଲ… Continue reading ଭରତପୁର ଥାନା ମାମଲାରେ ଜାରୀ ହେଲା ସ୍ୱତନ୍ତ୍ର ଏସ୍ ଓ ପି

ରାଜଧାନୀରେ ଲଭ ଜିହାଦ୍‌

ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତିଭୁବନେଶ୍ୱର: ପ୍ରେମରେ ପଡ଼ିଗଲେ ଆଗପଛ କିଛି ଜଣାପଡେନାହିଁ। ପ୍ରେମୀକୁ ଭଲମନ୍ଦ କିଛି ବି ଫରକ ପଡେନାହିଁ। ସେମିତି ଏକ ଭୁଲ କରି ବସିଛି ଜଣେ ଯୁବତୀ । ଆଉ ଭଲ ପାଇଥିଲା ଜଣେ ମୁସଲମାନ ସଂପ୍ରଦାୟର ଯୁବକକୁ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ଭୁବନେଶ୍ବରରେ ଲଭ ଜିହାଦ୍ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା… Continue reading ରାଜଧାନୀରେ ଲଭ ଜିହାଦ୍‌

‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍‌ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍‌। ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସେ କଥାରେ କମ୍ ଓ କାମରେ ଅଧିକ ବିଶ୍ୱାସ କରନ୍ତି। ମୋତେ ବିଜେଡିରେ… Continue reading ‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

You cannot copy content of this page