Article: ଅଗ୍ରପୂଜ୍ୟ, ବିଦ୍ୟାବୃଦ୍ଧିର ଦେବତା ଶ୍ରୀ ଗଣେଶଙ୍କୁ ପ୍ରତ୍ୟେକ ଶୁଭକାର୍ଯ୍ୟରେ ସମସ୍ତେ ପୂଜା କରିଥାନ୍ତି ଏବଂ ତତ୍ସହିତ ତାଙ୍କ ନିକଟରେ ଥିବା ତାଙ୍କର ବାହନ ମୂଷା ମଧ୍ୟ ପୂଜାପାଏ । ମୂଷିକ ବା ମୂଷାଟି ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀଟିଏ । ପ୍ରତିବର୍ଷ ଏପ୍ରିଲ୍ ମାସ ୪ ତାରିଖକୁ ବିଶ୍ୱ ମୂଷିକ ଦିବସ ରୂପରେ ନାମିତ କରାଯାଇଛି । କୌତୁକିଆ ପ୍ରାୟତଃ ଧଳା, କଳା, ଧୂଷୁରିଆ ରଙ୍ଗର ମୂଷାଦେଖିବାକୁ ମିଳନ୍ତି । କେତେକ ଏହାକୁ ଖୁବ୍ ଆଦର ଯନôରେ… Continue reading ବିଶ୍ୱ ମୂଷିକ ଦିବସ
ବିଶ୍ୱ ମୂଷିକ ଦିବସ
