ସାମାଜିକ ସଂଗଠନ ‘ଶାନ୍ତିପଥ’ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସତ୍ୟ, ଶାନ୍ତି, ଅହିଂସା, ମାନବବାଦ, ଯୋଗ ପ୍ରମୁଖକୁ ଯଦି ଜଣେ ବ୍ୟକ୍ତି ଉତ୍ତମ ଭାବେ ପାଳନ କରିବା ସହିତ ରାଷ୍ଟ୍ରର ପ୍ରଗତି ନିମିତ୍ତି ସମର୍ପିତ ଭାବେ କାର୍ଯ୍ୟକରେ, ପ୍ରକୃତରେ ତାହା ହିଁ ହେବ ବିଶ୍ୱଶାନ୍ତି ପାଇଁ ଏକାନ୍ତ ଅପରିହାର୍ଯ୍ୟ। ବୌଦ୍ଧିକ ଓ ସାମାଜିକ ସଂଗଠନ ‘ଶାନ୍ତିପଥ’ର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପହଲଗାଓଁ ଆକ୍ରମଣରେ ମୃତକ ବ୍ୟକ୍ତି ଓ ଶହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ… Continue reading ସାମାଜିକ ସଂଗଠନ ‘ଶାନ୍ତିପଥ’ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ବଲାଙ୍ଗିର: ବଲାଙ୍ଗିର ସହରର ଯୋଗର୍ସ ପାର୍କରେ ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ସୁରେଶ କୁମାର ପଧାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଓଡ଼ିଶାର ପ୍ରାନ୍ତ ଉପ ପ୍ରଧାନ ପ୍ରାଣବନ୍ଧୁ ବେହେରା ଯୋଗ ଦେଇଥିଲେ । ବଲାଙ୍ଗିର କ୍ଷେତ୍ରର କ୍ଷେତ୍ର ପ୍ରଧାନ ଦୀପ୍ତି ରାଣୀ ମହାନ୍ତି, ସମ୍ବଲପୁର କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ବିରେନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସୀନ ଥିଲେ । ସହରର… Continue reading ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ

ବାଳକାଟି: ସକାଳ ୮ଟା୧୫ମିନିଟ୍ ସମୟରେ ଅନଲାଇ ଏବଂ ଅଫଲାଇନ ମାଧ୍ଯମରେ ଚକରଇଷ୍ଟିଚ୍ବୁଟ ଅଫ ଯୋଗ ଟ୍ରଷ୍ଟ ତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ ହୋଇଯାଇଛି | ଏଥିରେ ଟ୍ରଷ୍ଟର ସମ୍ପାଦକ ତଥା ଯୋଗଏବଂ ପ୍ରାକୂତିକ ଚିକିତ୍ସକ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ବିଶ୍ବ ଧ୍ଯ୍ଯାନ ଦିବସଟିକୁ ଅନଲାଇନ ଜରୀଆରେ ଭଦ୍ରକରୁ ହିମାଂଶୁ ଶେଖର ରାଉତ,ମତୋରୁ ସୁବ୍ରବତ ସାହୁ,ନିଆଳିରୁ ସୁନିତା ଲେଙ୍କା ଏବଂ ବାଲେଶ୍ବରରୁ ସୁଶ୍ରୀଦିବ୍ଯଜ୍ଯୋତି ପରିଡା ଉପସ୍ଥିତ ରହି ଧ୍ଯ୍ଯାନ ବିଷୟରେ ବୁଝିବାପରେ… Continue reading ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ

ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ରାଉରକେଲା: ହେଲଥଭିଲେ ପୂର୍ବ ଭାରତର ସର୍ବବୃହତ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭୁବନେଶ୍ୱର, ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ, ରାଉରକେଲା ଏବଂ ରାଉରକେଲାର ଗାୟତ୍ରୀ ପରିବାର ସହିତ ଏକ ମିଳିତ ସହଯୋଗରେ ୨୩ ଓ ୨୪ ନଭେମ୍ବର ଦୁଇ ଦିନ ଧରି ମାଗଣା ମେଗା ପ୍ରାକୃତିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ହେଲଥଭିଲେର ସଦସ୍ୟ ମାନେ ଯୋଗ ଅଧିବେଶନ | ବିପି ଏବଂ ଡାଇବେଟିସ୍ ଇତ୍ୟାଦି ପରି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ… Continue reading ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

ardha matsyendrasana

ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବା । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା । ଡାହାଣ… Continue reading ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

You cannot copy content of this page