ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଚାନ୍ଦବାଲି: ପ୍ରଥମଥର ପାଇଁ ଚାନ୍ଦବାଲି ବ୍ଲକରେ ଯୋଗପ୍ରଶିକ୍ଷଣ ମାନଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଥିଲା | ବୈଠକରେ ଜିଲ୍ଲାସଭାପତି ସୁରେଶ ନାୟକ, ଉପଦ୍ରେଷ୍ଟା ରମାକାନ୍ତ ପାଣୀଗ୍ରାହୀ, ସମ୍ପାଦକ ସୂର୍ଯ୍ଯକାନ୍ତ ନାୟକ ଏବଂ ମହାନ ଯୋଗୀ ତଥା ଆଦରଣୀୟ ବଡଭଉଣୀ ଗୀତାରାଣୀ ସାଙ୍କ ଉପସ୍ଥିତରେ ଭାରତୀୟ ସଂସ୍କୂତି ପରମ୍ପରା ଅନୁଯାଯୀ ଭଗବାନ ଶିବଙ୍କ ନିକଟରେ ଦୀପପ୍ରଜ୍ଜୋଳନ କରାଯାଇଥିଲା ମାନସ ରଞ୍ଜନ ହାତୀଙ୍କ ଦ୍ବାରା ବୈଠକଟି ଆରମ୍ଭ ହୋଇଥିଲା | ବାସ୍ତବରେ ସମସ୍ତେ ଜାଣନ୍ତି ଯୋଗ ଅଭ୍ୟାସ ଶରୀର ପାଇଁ… Continue reading ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

ardha matsyendrasana

ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବା । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା । ଡାହାଣ… Continue reading ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

You cannot copy content of this page