ବଲାଙ୍ଗିର: ବଲାଙ୍ଗିର ସହରର ଯୋଗର୍ସ ପାର୍କରେ ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ସୁରେଶ କୁମାର ପଧାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଓଡ଼ିଶାର ପ୍ରାନ୍ତ ଉପ ପ୍ରଧାନ ପ୍ରାଣବନ୍ଧୁ ବେହେରା ଯୋଗ ଦେଇଥିଲେ । ବଲାଙ୍ଗିର କ୍ଷେତ୍ରର କ୍ଷେତ୍ର ପ୍ରଧାନ ଦୀପ୍ତି ରାଣୀ ମହାନ୍ତି, ସମ୍ବଲପୁର କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ବିରେନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସୀନ ଥିଲେ । ସହରର… Continue reading ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା
ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା
