ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା

ବଲାଙ୍ଗିର, ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା । ତାଙ୍କ ନାଁ ସାରଦା କୁକ୍ରେଜା ହୋଇଥିବାବେଳେ ସେ ଠିକାଦାରପଡାରେ ପରିବାର ସହ ଦୀର୍ଘବର୍ଷ ହେଲା ରହୁଛନ୍ତି । ସାରଦାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ I ବଲାଙ୍ଗିରରେ ରହୁଥିବା ସାରଦା ଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ I ପାକିସ୍ତାନୀ ନାଗରିକ ସାରଦାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ I ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଭିସା ରଦ୍ଦ ହୋଇଛି I ତୁରନ୍ତ ପାକିସ୍ତାନ ପଳାଇବାକୁ ନିର୍ଦ୍ଦେଶ I ନିର୍ଦ୍ଦେଶ ନ ମାନିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ I

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page