ସଙ୍କଟପଣ ଅବସ୍ଥାରେ ବୃଦ୍ଧା ମହିଳା, ବୃଦ୍ଧା ମାଆ ର ଦୁଃଖ ବୁଝିବ କିଏ?

କଳାହାଣ୍ଡି, ୧୮|୨: ଏମିତି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକ କେଣ୍ଡୁମୁଣ୍ଡି ପଞ୍ଚାୟତ ର ସେହି ଗ୍ରାମରେ ଜଣେ ବୃଦ୍ଧା ମହିଳା ସଙ୍କଟପଣ ଅବସ୍ଥାରେ ଆର୍ତ୍ତ ଚିତ୍କାର କରୁଛି ,ତାଙ୍କର କେହି ମଧ୍ୟ ନାହାନ୍ତି, ଯାହା ଫଳରେ ସେ ରୋଗା ଗ୍ରସ୍ତ ହେଇ ଘରେ ରହୁଛନ୍ତି ତାଙ୍କ ଦୁଃଖ ବୁଝିବାକୁ କିଏ ନାହାଁନ୍ତି ।ବର୍ତ୍ତମାନ ତାଙ୍କୁ ଚିକିତ୍ସା ର ନିତାନ୍ତ ଆବଶ୍ୟକତା ରହିଛି, ଏହି ଗରିବ ନୀରିହ ବୃଦ୍ଧ ମହିଲାର ଦୁଃଖର ଚିତ୍କାର ଶୁଣିବାକୁ ପରିବାର ଲୋକେ କିଏ ନାହାଁନ୍ତି, ଏହି ବୃଦ୍ଧ ମହିଳା କଥା ହେବାର ମଧ୍ୟ ସାମର୍ଥ୍ୟ ହେଇ ପାରୁ ନାହାଁନ୍ତି ଏହି ବୃଦ୍ଧ୍ ମହିଳାର ଦୁଃଖ ପ୍ରଶାସନ କେବେ ବୁଝିବେ ସେ ଅପେକ୍ଷାରେ ଏହି ବୃଦ୍ଧ ବୟସ୍କ ମହିଳା।ନିଉଜ ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇ ଏହି ବୃଦ୍ଧା ମହିଳା ଟାକୁ କେତେଦିନ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page