ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ

ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦି୍ରତ ଗଣମାଧ୍ୟମ “ଓଡ଼ିଆର ସମ୍ମାନ”ର ପ୍ରକାଶିକା ତଥା ସମ୍ପାଦକ
ଲିଙ୍ଗରାଜ ମହାନ୍ତିଙ୍କ ଧର୍ମପନôୀ, ବରିଷ୍ଠ ଲେଖିକା, ସମାଜସେବିକା ସଂଯୁକ୍ତା ମହାନ୍ତିଙ୍କ ଏକ ଘରୋଇ ହସ୍ପିଟାଲରେ ୬୫
ବର୍ଷ ବୟସରେ ବିୟୋଗ ଘଟିଛି । ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ତଥା ବିଭିନ୍ନ ସାମାଜିକ
ପ୍ରସଙ୍ଗଗୁଡ଼ ିକ ଉପରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଆଲେଖ୍ୟ ବେଶ୍ ଚର୍ଚ୍ଚିତ ହେଉଥିଲା । ଜଣେ ପରୋପକାରୀ, ମିଷ୍ଠଭାଷୀ ମହିଳା ଭାବେ ସେ ବେଶ୍ ସୁପରିଚିତ ଥିଲୋ । ଅନ୍ତିମ ସମୟରେ ବଡ଼ପୁଅ ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି, କନିଷ୍ଠ ପୁତ୍ର ସୌମ୍ୟ ମହାନ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News