ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ପଦ୍ମପୁରରୁ ଗୋବର୍ଦ୍ଧନ ଭୋଇ। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।ପଦ୍ମପୁର- ଗୋବର୍ଦ୍ଧନ ଭୋଇ, ବିଜେପୁର-ସନତ ଗର୍ତ୍ତିଆ, ଦିଗପହଣ୍ଡିରୁ ଲଢ଼ିବେ ସିଦ୍ଧାନ୍ତ ମହାପାତ୍ର, ବରଗଡ-ଅଶ୍ୱିନୀ ଷଡଙ୍ଗୀ, ଅତାବିରା-ନିହାର ମହାନନ୍ଦ, ଭଟଲୀ-ଇରାଶିଷ ଆଚାର୍ଯ୍ୟ, ବ୍ରଜରାଜନଗର- ସୁରେଶ ପୂଜାରୀ, ଚାନ୍ଦବାଲି- ମନମୋହନ ସାମଲ, ବ୍ରହ୍ମଗିରି- ଉପାସନା ମହାପାତ୍ର, ନୟାଗଡ- ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଭୁବନେଶ୍ୱର ଏକାମ୍ର- ବାବୁ ସିଂ, ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର, ଜଟଣୀ- ବିଶ୍ୱରଞ୍ଜନ ବଡଜେନା, ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ, ସମ୍ୱଲପୁର- ଜୟନାରାୟଣ ମିଶ୍ର, କୋରେଇ-ଆକାଶ ଦାସ ନାୟକ, ବୀରମିତ୍ରପୁର-ଶଙ୍କର ଓରାମ, ରଘୁନାଥପାଲୀ-ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁର-ନରସିଂହ ମିଞ୍ଜ, ବଣାଇ-ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ, ରେଢାଖୋଲ-ଦେବେନ୍ଦ୍ର ମହାପାତ୍ର, ଦେବଗଡ଼-ସୁବାସ ପାଣିଗ୍ରାହୀ, ଆନନ୍ଦପର-ଆଲୋକ ସେଠୀ, କେନ୍ଦୁଝର-ମୋହନ ମାଝୀ, ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା-ଭାସ୍କର ମଢେଇ, ବଡ଼ସାହି-ସନାତନ ବିଜୁଳି, ବାରିପଦା-ପ୍ରକାଶ ସୋରେନ, ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନ, ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ, କାମାକ୍ଷନଗର – ଶତ୍ରୁଘ୍ନ ଜେନା, ସୁକିନ୍ଦା- ପ୍ରଦୀପ ବଳସାମନ୍ତ, ତାଳଚେର-କାଳନ୍ଦୀ ଚରଣ ସାମଲ, ଯାଜପୁର-ଗୌତମ ରାୟ, ଢ଼େଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page