ବାଲିଅନ୍ତା ୨୯/୦୩:- ରାଜଧାନୀ ଉପକଣ୍ଠ ଧଉଳି ଠାରୁ ୩ କିଲୋ ମିଟର ରେ ଥିବା ବାଳକାଟି ସାଇଫନ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଆଛି। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ନିମନ୍ତ୍ରଣ କରୁଛନ୍ତି। ଯାହା କୁ ଦେଖି ଅନେକ ଯୁବ ୟୁଟୁଭର ଆଖ ପାଖ ଅଞ୍ଚଳରୁ ଆସି ସାଇଫନ୍ (କେନାଲ) ରେ କେତେକ ନିଶା ଖାଇ ସେଠାରେ ଭିଡ଼ି ଜମାଇ ଭିଡିଓ ଉତ୍ତୋଳନ କରିବା ସହ ଗଧାଉଛନ୍ତି ବିପତ୍ତଜନକ ସ୍ଥାନରେ। ଯଦି କିଛି ଅଘଟଣ ଘଟିଲା ଦାଇ କିଏ ରହିବ। ସାଧାରଣ ରେ ପ୍ରଶ୍ନ।

କାଶ ଥାଉ କି ଦୀର୍ଘ ବର୍ଷ ମଧ୍ୟରେ ରେ ଉକ୍ତ ସ୍ଥାନରେ ୩୦ ରୁ ଉର୍ଦ୍ଧ ଯୁବକ, ବ୍ୟକ୍ତି ବୁଡି ଯାଇ ପ୍ରାଣ ହରାଇବା ଖବର ଅଛି । ସବୁ ଜାଣିବା ପରେ ବି ରିଲ୍ସ ରେ ବାଇଆ ଯୁବ ପୀଢ଼ି। ଏହାକୁ ଦେଖି କିଛି ସ୍ଥାନୀୟଅଧିବାସୀମାନେ ପୋଲିସ୍ କୁ ଖବର ଦେଇ ଥିଲେ।

ଖବର ପାଇ ବାଳକାଟି ପିଶିଆର ପୋଲିସ୍ ସାଇଫାନ ରେ ପହଞ୍ଚି ଅମାନିଆ ଙ୍କୁ ଘଉଡାଇ ଥିଲେ ମଧ୍ୟ କିଛି ଲାଭ ମିଳି ନଥିଲା। ପୋଲିସ୍ ର କଥା କୁ ଅମାନ୍ୟ କରି ଅମାନିଆ ଯୁବ ପୀଢ଼ି ସେଠାରେ ଗାଧେଇ ଥିଲେ ଓ ରିଲ୍ସ କରିବାରେ ବେସ୍ତ ଥିଲେ। ସାଧାରଣ ରେ ଦାବି କି

ଉକ୍ତ ସ୍ଥାନ କୁ ବିପପୂର୍ଣ୍ଣ ସଙ୍କତ ସର୍ତକ ସୂଚନା ନାମ ଫଳକ ବୋଡ ମରା ଯିବା ସହ ଆସୁଥିବା ଅମାନିଆ ଓ ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରୁଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ଦୃଢ଼ କାର୍ଯ୍ୟାୁଷ୍ଠାନ ନେବା ପାଇଁ ।