ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତଟଵର୍ତ୍ତୀ କଳିଯୁଗେଶ୍ବରଙ୍କ ପୀଠ ପରିସର ରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ଚିଲିକା ବ୍ଲକର ପ୍ରାକ୍ତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଡୁରୀ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସାହିତ୍ୟ ସିନ୍ଦୂରାର ସମ୍ପାଦକ ତଥା ପରିଡ଼ା ପାଠାଗାରର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା, ମୁଖ୍ୟବକ୍ତା ଭାବେ ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନୀ ଦାଶ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରବୀନ୍ଦ୍ରନାଥ ପ୍ରଧାନ, ସମାଜସେବୀ ସୁଧାକର ପ୍ରଧାନ, କବି ଶଶୀଭୂଷଣ ବରାଳ,
ସିଙ୍ଗେଶ୍ଵର ପଞ୍ଚାୟତର ନାଏବ ସରପଞ୍ଚ ସୁଦର୍ଶନ ସାହୁ ଯୋଗଦେଇ ପଲ୍ଲବୀ ନାଟ୍ୟ କଳା ପରିଷଦର ସାଂସ୍କୃତିକ ବିପ୍ଲବର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ପରିଷଦର ସମ୍ପାଦକ ଅଶୋକ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନାରତ ନାଟ୍ୟ, ନୃତ୍ୟ ଓ ସଙ୍ଗୀତ ଗୁରୁ ଉମା ମିଶ୍ର, ଗୈ।ରାଙ୍ଗ ଚରଣ ମୁଦୁଲି, ବିଜୟ କୁମାର ସାହୁ, ବିଷ୍ଣୁ ପ୍ରିୟା ବାରିକ, ଭିକାରୀ ଚରଣ ପ୍ରଧାନ, ପ୍ରମୋଦ କୁମାର ସ୍ଵାଇଁ,ମାଧବ ଚନ୍ଦ୍ର ପଲେଇ,ବିଜୟ କୁମାର ସେଠୀ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପଲ୍ଲବୀ ନାଟ୍ୟ କଳା ପରିଷଦର ଶିଶୁ ନାଟକ “ତୁ ମୋ ଆଖିର ତାରା” ଏଵଂ “ଅନ୍ଧ ଭକ୍ତି ର ଶିଶୁ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଅଭିନେତ୍ରୀ ଶିବାନୀ ସ୍ବାଇଁ ଏବଂ ଜାତୀୟ ପୁରସ୍କାର ଲାଭ କରିଥିବା ପରୀ ବେହେରା ଓ ବୈଷ୍ଣବ ଯୁଝାର ସିଂହ ଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟ କ୍ରମର ମଞ୍ଚ ସଞ୍ଚାଳନ କରିଥିଲେ ବିଶିଷ୍ଟ କବି ତଥା ବରିଷ୍ଠ ଶିକ୍ଷକ ଗୋପୀନାଥ ଦାଶ । ଧନ୍ୟବାଦ ପ୍ରଦାନ କରିଥିଲେ ପରିଷଦର ସଭାପତି ପୃଥ୍ଵୀଧର ପ୍ରଧାନ। ସହଯୋଗ କରିଥିଲେ ଓମ୍ କୁମାର ଦେବଦତ୍ତ, ଜିତେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ସାହୁ,ଆକାଶ ସ୍ଵାଇଁ, ପଞ୍ଚାନନ ଜେନା।
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡାକ ମଉସା
ଭୁବନେଶ୍ୱର,(ପ୍ରିୟବ୍ରତ ବାରିକଙ୍କ ରିର୍ପୋଟ): ମୁଁ ରେଡି ହେଇଗଲି, ମୁଁ ଘରୁ ବାହାରିଲି, ଗାଡ଼ି ଧରିଲି, ଚାବି ଲଗେଇଲି ଏମିତି କହି ଏବେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି । ପିଲାମାନେ ମୁଁ ରେଡିହେଇଗଲି, ମୁଁ ବାହାରିଲି ହଁ
ନମାମି ମନ୍ଦାକିନୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ତା 18/04/26 ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ "ନମାମି ମନ୍ଦାକିନୀ ଓ ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ"ପକ୍ଷରୁ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ "ସୁଯୋଗ୍ୟ ଓଡ଼ିଆ ସମ୍ମାନ 2026ରେ ସମ୍ମାନିତ କରାଯାଇଥିଲା l ଉତ୍ତରୀୟ,ପଗଡି,ସାଲ, ଟ୍ରଫି
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ
କଳାହାଣ୍ଡି,୧୮|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେସିଙ୍ଗା ଶାଖାର ବୁଡିପଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ
ପୁରୀ ମଦର ପବ୍ଲିକ ସ୍କୁଲର ଛାତ୍ରୀ ଟିନା ରଥ 500ରୁ 500 ମାର୍କ
ଭୁବନେଶ୍ୱର 18ଏପ୍ରିଲ :ଚଳିତ ବର୍ଷ CBSE ଦଶମ ରେଜଲ୍ଟ ପ୍ରକାଶ ପାଇଛି l ଏଥର ରାଜ୍ୟରେ ମୋଟ ଛାତ୍ର ଛାତ୍ରୀ 741ଟି ସ୍କୁଲ ରୁ 65204ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଥିଲେ, ସେମାନଙ୍କ ମଧ୍ୟରୁ 64900ଜଣ ପରୀକ୍ଷା ଦେଇଥିଲେ l ଏବଂ
“କୀର୍ତି ର୍ଯ୍ୟସ୍ୟ ସ ଜୀବତୀ”
ଡଃ. ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର“ଅନାୟୋସନ ମରଣମ୍, ବିନା େଦେନାନ ଜୀବନମ୍େଦହୋନ୍ତ ତବ ସାନିଧ୍ୟମ୍, ଦେହି ମେ ପରେମଶ୍ୱରମ୍ ।” ହେ ପ୍ରଭୁ ବିନା କଷ୍ଟେର ମୃତ୍ୟୁ ହେଉ । ବେମାର ନ ହୋଇ, ଶେଜେର ନପଡି କଷ୍ଟ ମୃତ୍ୟୁ ନ ହେଉ ।
ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା
ବାଲିଅନ୍ତା,୧୭/୪/୨୬) : ଗଲା ସାଧାରଣ ନିର୍ବାଚନ ପରେ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଅବସରରେ ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଓ
ଶୁଭଲକ୍ଷ୍ମୀଙ୍କ ସିବିଏସି ସଫଳତା
କଟକ ତା 17/04/26 ଚଳିତ ବର୍ଷ ଦଶମ ସିବିଏସି ବୋର୍ଡ ପରୀକ୍ଷାରେ କଟକ ସିଡିଏ ଡିଏଭି ବିଦ୍ୟାଳୟର ବିଦ୍ୟାର୍ଥୀ ଶୁଭଲକ୍ଷ୍ମୀ ରାଉତ 98 ପ୍ରତିଶତ ନମ୍ବର ରଖି ନିଜ ବିଦ୍ୟାଳୟ ଓ ଓଡିଶାର ଗୌରବକୁ ଆଗେଇ ନେବାରେ ସହାୟକ ହୋଇଛନ୍ତି l
ଜୟଦେବ ବିଜେପି ପକ୍ଷରୁ ମିଶ୍ରଣ ପର୍ବନାଏବ ସରପଞ୍ଚ ସମେତ ମିଶିଲେ ୱାର୍ଡ ସଭ୍ୟ/ସଭ୍ୟା
ବାଲିଅନ୍ତା,୧୭|୪(:ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଜୟଦେନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି l ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନମଣ୍ଡଳୀରେ ବର୍ତମାନ ବିଜେପି ତାର କାୟା ବିସ୍ତାର କରିବାରେ ଲାଗିପଡ଼ିଛି l ତଦନୁସାରେ
ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ତାଲିମ
ଚିଲିକା,୧୭।୪:ଜାତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଅବସରରେ ବୋଲଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ମାନଙ୍କରେ ଆକସ୍ମିକ ବିପଦ ମୁକାବିଲା ପାଇଁ ସଚେତନତା,ତାଲିମ ଓ ଅଭ୍ୟାସ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।ଏନେଇ ଗୁରୁବାର
ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା):ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇ ଯାଇଛି |ଏହି ଦିବସ ପାଳନ ଅବସରରେ ଦଳୀୟ ବରିଷ୍ଠ ନେତା ଥବିର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜନ
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜୁନାଗଡ ବ୍ଳକ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ
କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି |ଏହି ପରିପ୍ରେକ୍ଷୀରେ ଗୁରୁବାର ଜୁନାଗଡ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ
ଗାୟକ ବାଗ୍ ଭୂଷଣ ଗୌରୀଶଙ୍କର ରଥ ଆଉ ନାହାନ୍ତି
ଚିଲିକା, ୧୭। ୪/ଏନ.ଏନ୍ଏସ୍:ଗାୟକ ବାଗ୍ ଭୂଷଣ ଗୌରୀ ଶଙ୍କର ରଥ ଆଉ ନାହାନ୍ତି।ନିଜ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ନିଜ ବାସ ଭବନଠାରେ ତାଙ୍କର ବିୟୋଗ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୮୨ ବର୍ଷ
ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ,ଆମେରିକା ଇରାନ ଏବଂ ଇସ୍ରାଏଲ ନିଜ ନିଜ ଜିଦରେ ଅଟଳ
ନୂଆଦିଲ୍ଲୀ 17ଏପ୍ରିଲ : ମଧ୍ୟପ୍ରାଚ୍ୟରେ ଦିନକୁଦିନ ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ, ଆମେରିକା ଇରାନ ଏବଂ ଇସ୍ରାଏଲ ସମସ୍ତେ ନିଜ ନିଜ ଜିଦରେ ଅଟଳ ରହୁଛନ୍ତି l ଏହାରି ଭିତରେ ଆଉ ଏକ ସମସ୍ୟା ଦେଖାଦେଇଛି ଯେଉଁ
ପାଞ୍ଚଗଡସୃଜନଶୀଳ ସମିତି ର ଓଡ଼ିଆ ନବବର୍ଷ ପାଳନ ।
ଚିଲିକା,୧୬।୪: ସ°ପୁରସ୍ଥିତ ପାଞ୍ଚଗଡ ସୃଜନଶୀଳ ସମିତି ଆନୁକୂଲ୍ୟରେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ବୋଲଗଡ଼ ସଦର ମହକୁମା ସ୍ଥିତ ରୟାଲ କୋଚିଙ୍ଗ ସେଣ୍ଟର ଠାରେ ଓଡ଼ିଆ ନବବର୍ଷ ଆଜି ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି।
କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ
କଳାହାଣ୍ଡି,୧୬|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଆୟୋଜିତ ଦ୍ବିଦିବସୀୟ ବିଷୁବ ମିଳନ -୨୬ ଭବାନୀପାଟଣାସ୍ଥ ଟାଉନ ହଲଠାରେ ଉଦଯାପିତ ହୋଇଯାଇଛି। ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର
ବଉଳାବନ୍ଧରେ ରାମନାଟକ ଉଦ୍ଯାପିତ।
ଚିଲିକା,୧୬ I୪: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧସ୍ଥ ବିଜେ ଶ୍ରୀ ଶ୍ରୀରଘୁନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ଶ୍ରୀରାମ ନାଟକ(ରାମଲୀଳା) ର ଉଦ୍ଯାପନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହା ଆଜକୁ ୮ ୭ ବର୍ଷ ଧରି ମଞ୍ଚସ୍ଥ
ଲୋକସଭା ଏବଂ ବିଧାନସଭା ସିଟ ସଂଖ୍ୟା ବୃଦ୍ଧି
ଭୁବନେଶ୍ୱର 16ଏପ୍ରିଲ :2029ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି l ଯାହାକି ଲୋକସଭା ଏବଂ ବିଧାନସଭା ସିଟ ସଂଖ୍ୟା ବୃଦ୍ଧି l ସଂସଦ ରେ ପାରିତ ହେବ ଏହି ବିଲ ତେଣୁ ସବୁ
ଲାଞ୍ଚ ମାମଲା ରେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ନୂଆପଡ଼ା, ଖରିଆର ରୋଡ୍, ଜିଲ୍ଲା-ନୂପଡ଼ା ଦୋଷୀ ସାବ୍ୟସ୍ତ
କଳାହାଣ୍ଡି,୧୬|୪.(ପ୍ୟାରିଲାଲ ଦୁର୍ଗା )ଶ୍ରୀ ଶରତ କୁମାର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ), ନୂଆପଡ଼ା, ଖରିଆର ରୋଡ୍, ଜିଲ୍ଲା-ନୂଆପଡ଼ା (ଅବସରପ୍ରାପ୍ତ), ଯାହାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୩ ତାରିଖ ୦୭.୦୧.୨୦୨୧ ରେ ୭(କ)
ଜନତା ମଇଦାନରେ ଚାଲିଛି ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର
ଭୁବନେଶ୍ୱର,(ପ୍ରିୟବ୍ରତ ବାରିକ): ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର ଜନତା ମୈଦାନ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଯାଇଛି । ଯେଉଁଠି ମିଳିବ ଆପଣ ମାନଙ୍କୁ ଅନେକ ନାମିଦାମୀ ବ୍ରାଣ୍ଡ ର ଫର୍ନିଚର । ଏହି ଟ୍ରେଡ୍ ଫେୟାରରେ
ଓଡିଶାରକଳା, ସଂସ୍କୃତି, ବୀରତ୍ୱଓଦେଶପ୍ରେମରଆଗ୍ନେୟବାର୍ତ୍ତା”ନମାମିମନ୍ଦାକିନୀନବବର୍ଷମହୋତ୍ସବ”
ସାରସ୍ୱତ ପ୍ରତିଭାଧାରୀ 25 ବ୍ୟକ୍ତିତ୍ୱଙ୍କୁ "ସୁଯୋଗ୍ୟ ଓଡ଼ିଆ ସମ୍ମାନ "ପ୍ରଦାନ ଭୁବନେଶ୍ୱର ତା 14/04/26 ପବିତ୍ର ପଣା ସଂକ୍ରାନ୍ତି, ନବବର୍ଷ 2026 ଅବସରରେ "ନମାମି ମନ୍ଦାକିନୀ" ସାଂସ୍କୃତିକ ଅନୁଷ୍ଠାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ,ସୁବାର୍ତ୍ତା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ନମାମି ମନ୍ଦାକିନୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା