ମହିଳା ଓ ପ୍ରସୂତି ବିଶେଷଜ୍ଞ ଚିକିତ୍ସକଡା. ଅନ୍ତର୍ଯ୍ୟାମୀ ମହାରଣାଙ୍କ ପରଲୋକ

ଚିଲିକା :ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣାଙ୍କ ର ପରଲୋକ ହୋଇଯାଇଛି। ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବାସୀନ୍ଦା।କିଛି ଦିନ ଧରି ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ଗତ କାଲି ତାଙ୍କର ପରଲୋକ ହେ। ଇଯାଇଛି। ତାଙ୍କ ମୃତ୍ୟୁରେ ଚିଲିକା – ବାଣପୁରର ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।. ଜଣେ ଉତ୍ତମ ଚିକିତ୍ସକ ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ। ସରକାରୀ ଚାକିରୀ ଛାଡି ସେ ଚିଲିକା ନାଭାଲ ଠାରେ ନିଜେ ଆ ଭା ହସ୍ପିଟାଲ ଖୋଲି ରୋଗୀ ସେବା କରୁଥିଲେ। ଏମ୍ସ ରୁ ତାଙ୍କର ମୃତ ଶରୀର କୁ ପୁରୀ ସ୍ବର୍ଗଦ୍ୱାରକୁ ନିଆଯାଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page