ରାଇକିଆ ୨୧/୨୫: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ପଞ୍ଚାୟତ ଅଁଳlପଟା ଗ୍ରାମ ଠାରେ ଏକ ବନlଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଇକିଆ ରେଞ୍ଜର ଯୁଧିଷ୍ଠିର ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଡି ଏଫ ଓ ପ୍ରଶାନ୍ତ ପଟେଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ନିଜ ଅଭିଭାଷଣ ରେ ସେ ଜଙ୍ଗଲ ଆମର ଅମୁଲ୍ୟ ସମ୍ପଦ ଜଙ୍ଗଲର ବଡ଼ ଶତ୍ରୁ ହେଉଛି ନିଆଁ l ସାମୁହିକ ଶପଥ ପାଠ ସହ ନିଆଁ ଠାରୁ ଜଙ୍ଗଲ କୁ ରକ୍ଷା କରିବାକୁ ହେଲେ ପ୍ରଥମେ ସଚେତନତାର ଆବଶ୍ୟକତା ରହିଛି ବୋଲି ମତଦେଇ ଥିଲେ l ସ୍ଵତନ୍ତ୍ର ଅତିଥି ଭାବେ ରବିକାନ୍ତ ମିନା ଯୋଗଦେଇ ଥିଲେ l ରାଇକିଆ, ଦାରିଙ୍ଗବାଡି, ସୋରଡ଼ା , କରଡ଼ା ବନାଞ୍ଚଳ ର ସମସ୍ତ ବନ ଅଧିକାରୀ ଯୋଗଦେଇ ଥିବାବେଳେ ଏହି କାର୍ଯ୍ୟକ୍ରମ କୁ ଶ୍ଵେତାଲିନ ସାହୁ ପରିଚାଳନା କରିଥିଲେ l ଅତିଥି ଭାବେ କରଡ଼ା ସରପଞ୍ଚ ସାନୁଜ ପ୍ରଧାନ, ଦମକଳ ବାହିନୀ ଅଫିସର ଟୁଟୁ ପଲେଇ ଯୋଗ ଦେଇ ନିଆଁ କୁ ଆୟତ୍ତ କରିବା ର ବିଭିନ୍ନ ପ୍ରଣାଳୀ ଶିକ୍ଷା ଦେଇଥିଲେ l , ଟିକାବାଲି ରେଞ୍ଜର ମାଣିକେଶ୍ବରୀ ପଟନାୟକ ନିଜ ଅଭିଭାଷଣ ରେ ଗ୍ରାମବାସୀ ଯେଉଁ ଥରେ ନିଆଁ ଲାଗିବାର ଦେଖନ୍ତି ସଙ୍ଗେ ସଙ୍ଗେ ବନାଞ୍ଚଳ କର୍ମଚାରୀଙ୍କୁ ଯୋଗାଯୋଗ କରିବା ସହିତ ସଚେତନତା ରେ ଅଂଶ ଗ୍ରହଣ କରିବାକୁ ନିବେଦନ କରିଥିଲେ , ଦାରିଙ୍ଗବାଡି ରେଞ୍ଜର ମାଧବ ବେହେରା, ସୁଦୃକୁମ୍ପା ରେଞ୍ଜର ମାନସ ସାହୁ, ସୁନ୍ଦର ଉଦାହରଣ ମାଧମରେ ମିଡ଼ିଆ ବନ୍ଧୁଙ୍କୁ ବନାଞ୍ଚଳ ଅଧିକାରୀ ଓ ଗ୍ରାମବାସୀ ଙ୍କ ସଂଯୋଗ ସ୍ଥାପନ କରି ସଚେତନତା କରି ପାରିଲେ ବନରେ ନିଆଁକୁ ଆୟତ୍ତ କରିହେବ ବୋଲି ନିଜ ବକ୍ତ ବ୍ୟ ରେ ଉଲେଖ କରିଥିଲେ l ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କା, ଫିରିଙ୍ଗିଆ ରେଞ୍ଜର ପ୍ରୋଦୋଷ ମହାରଣା, ଘୁ ଉଦୟଗିରି ରେଞ୍ଜର କାଜଲୀ କୁମାରୀ ନାୟକ ନିଜ ବକ୍ତ ବ୍ୟ ରେ ଗ୍ରୀଷ୍ମରୁତୁ ରେ ମହୁଲ ଗଛ ତଥା ବନାଞ୍ଚଳ ରେ ନିଆଁ କୁ କିପରି ଭାବେ ଆୟତ୍ତ କରାଯାଇପାରିବ ତା ଉପରେ ସଚେତନ କରିଥିଲେ.
ଅଁଳl ପଟା ରେ ବନlଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ
ଭୁବନ: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶ ଗ୍ରାମର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ମନ୍ଦିର ପରିସର ଓ ମା’ ମହାପାଟ ମନ୍ଦିର ପରିସରକୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ସଫେଇ କରିଛନ୍ତି। ପ୍ରବଳ ବର୍ଷା ସତ୍ୱେ ମଧ୍ୟ
ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ
ବାଲିଅନ୍ତା: ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତଅତ୍ଯନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି ଅନନ୍ୟ ପର୍ବ ଏକ ରଙ୍ଗୀନ ଏବଂ ହୃଦୟ ସ୍ପର୍ଶୀ ସମାବେଶ ମାଧ୍ୟମରେ ଜୀବନ୍ତ ପରିବେଷଣ ହୋଇଥିଲା ଯାହା ଆମର ସମୃଦ୍ଧ ସଂସ୍କୃତି
ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା
ଉତ୍ତରା: ପବିତ୍ର ରଥଯାତ୍ରା ଉପଲକ୍ଷେ ସମ୍ପର୍କ ହୃଦୟ ଫାଉଣ୍ଡେସନ ଆନୁକୁଲ୍ୟରେ ଉତ୍ତରା ଛକ ନିକଟରେ ପୁରୀକୁ ଯାଉଥିବା ଅଗଣିତ ଭକ୍ତଙ୍କ ପାଇଁ ପଥପ୍ରାନ୍ତ ଜଳଛତ୍ର ସେବା ଯୋଗାଇ ଦିଆ ଯାଇଅଛି। ସମ୍ପର୍କ ହୃଦୟ ପରିବାର ସଦସ୍ୟ ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ଵ
ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର
ବଲାଙ୍ଗିର: ବଲାଙ୍ଗିର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବରପାଳିପଡ଼ା (ଭଗବତ ମନ୍ଦିର) ଠାରେ ଅନୁଷ୍ଠିତ ହେଇଥିଲା । ଏହି
କଣ୍ଟାବାଞ୍ଜି ଥାନା ଘେରାଉ
ବଲାଙ୍ଗିର: ବଲାଙ୍ଗିର ତୁରେଇକେଲା ଯିବା ରାସ୍ତାର ନୂଆ ବସ୍ଷ୍ଟାଣ୍ଡ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କୂଅରୁ ମୃତଦେହ ଉଦ୍ଧାର ହେବା ପରେ
ଓଡ଼ିଶ ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ
ଭୁବନ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମଂପଚାୟତରେ ମଧ୍ୟ
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ରସେବକ ଓ ସମର୍ପିତବ୍ୟକ୍ତି
ନିସ୍ୱାର୍ଥ ସେବାର ପଥେ ପଥେ ଜଗନ୍ନାଥ
ଭୁବନେଶ୍ୱର: ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଭୁବନେଶ୍ବର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଃସ୍ୱାର୍ଥ ସେବା ଓଡ଼ିଶା ଆଣ୍ଡ ଚାରିଟେବଲ୍ ଟ୍ରଷ୍ଟ ତରଫରୁ ଆୟୋଜିତ ଏକ ନିଆରା କାର୍ଯ୍ଯକ୍ରମ “ପଥେ ପଥେ ଜଗନ୍ନାଥ” ପୁରୀ ବାଇପାସ୍ ନୂଆ ଜଗନ୍ନାଥ ସଡ଼କରେ
ନିରଞ୍ଜନ ସାହୁ ଙ୍କୁ ବିଶ୍ଵ ମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ
ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଥୁରିପଡା ଠାରେ ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପୁଣ୍ଯଶ୍ଲୋକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ
ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ: ମହେଶ୍ୱର ସାହୁ
ବାଲିଅନ୍ତା: ମହାନ ସ୍ୱାଧୀନତା ସଂଗ୍ରମାୀ ତଥା ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଓଡ଼ିଶାରେ ବ୍ୟାପକ ବୃକ୍ଷ ଚାରାରୋପଣ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଲକ୍ଷ୍ୟ ରଖିଛି । ଏନେଇ
ବିଜେଇଏମ୍ ସ୍କୁଲ-୨ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା: ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ - ୨ର ଦଶମ ଓ ଦ୍ବାଦଶ ଶ୍ରେଣୀର ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ୯୦% ରୁ ଅଧିକ ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି
ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା: ଖୋରଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟଭାମାପୁରର ୫୯ ତମ ବାର୍ଷିକ ଉତ୍ସବ ତଥା ପୁରସ୍କାର ପ୍ରଦାନ ସମାରୋହ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସତ୍ୟଭାମାପୁର ଗ୍ରାମ ପଂଚାୟତର ସରପଂଚ ରଶ୍ମିତା
ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ମାତୃ ବିୟୋଗ
ଭୁବନେଶ୍ୱର: ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ,ପ୍ରଦ୍ୟୁମ୍ନ ଶତପଥି ଙ୍କ ମାତୃଦେବ ଉମା ଦେବୀ ଙ୍କ 99 ବର୍ଷ ବୟସରେ ବିୟୋଗ ଘଟିଛି l ବହୁ ପ୍ରତିଭାର ଅଧିକାରିଣୀ ଜଣେ ସରଳ, ମିଷ୍ଠଭାଷୀ, ଅମାୟିକ ବ୍ୟକ୍ତିତ୍ୱ
ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର
ଭୁବନେଶ୍ୱର: ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ
ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜୁନ୍ ୨୧ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ
ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଶିକ୍ଷା ଓ ସାମାଜିକ ଅନୁଷ୍ଠାନ ଶୀଭମ ପକ୍ଷରୁ ରାଜଧାନୀ ରେ ଥିବା ଅସହାୟ, ବୃଦ୍ଧ ତଥା ଅଭାବୀ ବ୍ୟକ୍ତି ମାନଙ୍କୁ ରଜ ଅବସରରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ନିର୍ଦେଶକ ମଦନ ମୋହନ ପାଢ଼ୀ ଙ୍କ
ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ
ବଲାଙ୍ଗୀର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ
ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ
ବଲାଙ୍ଗିର : ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆଜି ଅପରାହ୍ନ ରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି
ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା
ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ
ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସମ୍ପାଦକ,ସୁ ସାହିତ୍ୟିକ, ବିଶିଷ୍ଟ ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା

ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର
