ଭୁବେନଶ୍ୱର : ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ର ଊନବିଂଶ ସ୍ୱନକ୍ଷତ୍ର ଉତ୍ସବ ଓ ସାମ୍ପ୍ରତିକ ଭାରତର ପରିସ୍ଥିତି ଓ ହିନ୍ଦୁରାଷ୍ଟ୍ର ସହିତ ଗଣତନ୍ତ୍ରର ଭୂମିକା ଶୀଷର୍କ ଅୋଲାଚନାଚକ୍ର ସ୍ଥାନୀୟ ଲୋହିଆ ଏକୋଡ଼ମୀ ପରିସରେର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମାଜେସବୀ ଶଶଧର ପଣ୍ଡାଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମେର ମୁଖ୍ୟ ଅତିଥି ଭୋବ ବରିଷ୍ଠ ଭାଜପା ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା, ମୁଖ୍ୟ ବକ୍ତା ବୈଦିକ ବିଶ୍ୱବିଦ୍ୟାଳୟ ତାମିଲନାଡୁର କୁଳପତି ଡଃ ହରିହର କାନନେୁଗା, ସମ୍ମାନିତ ଅତିଥି ଭୋବ ବରିଷ୍ଠା ସାହିତ୍ୟିକା ଇନ୍ଦିରା ମିଶ୍ର, ଭାରତ ହିନ୍ଦୁ ସଂଗଠନର ରାଜ୍ୟ ମୁଖ୍ୟ ଦୀନବନ୍ଧୁ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ସାହୁ, ସାମ୍ବାଦିକା

ରୀନା ମହାନ୍ତି ପ୍ରମୁଖ ଯୋଗେଦଇ ବତ୍ତର୍ମାନ ସମୟେର ସମଗ୍ର ହିନ୍ଦୁମୋନ ସେଚତନ ହେବା ସହିତ ଏକ ମନ ଓ ଏକ ପ୍ରାଣ ହୋଇ ରାଷ୍ଟ୍ରର ପ୍ରଗତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ ଓ ନିଜର ଦକ୍ଷତା, ଯୋଗ୍ୟତା ଚିହ୍ନି ସେହିପରି ଆଚରଣ ଏବଂ ଉଚ୍ଚାରଣ କେଲ ଭାରତର ସାବର୍ଭେøମତ୍ୱ ଅଖଣ୍ଡିତ ରହିବା ସହିତ ଏକ ପୂର୍ଣ୍ଣ ହିନ୍ଦୁରାଷ୍ଟ୍ରର ପରିକଳ୍ପନା ସମ୍ଭବ ହୋଇପାରିବ ବୋଲି ଅତିଥିମୋନ ମତବ୍ୟକ୍ତ କରିଥେôଲ। ଏହି ଅବସରେର ଅରଭାନୀ ସମୟର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମୋନ େଉନ୍ମାଚନ କରିଥେôଲ। ସାହିତ୍ୟିକା ମଞ୍ଜୁଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ପୂବର୍କ ଓ ଅରଭାନୀ ସମୟର ସମ୍ପାଦକ ରେମଶ କୁମାର ମହାପାତ୍ର ମତବ୍ୟକ୍ତ କରି କହିଥେôଲ ଯେ, ହିନ୍ଦୁ ରାଷ୍ଟ୍ର ଗଠନ ପ୍ରସଙ୍ଗେର ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ କାହା ଚାପର ବଶବର୍ତ୍ତୀ ନେହାଇ ରାଷ୍ଟ୍ରର ପ୍ରଗତି ସହିତ ଜଡ଼ିତ ସମ୍ପକର୍କୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହି ଅବସରେର ସାରସ୍ୱତ ପ୍ରତିଭାଧାରୀ ତଥା ସମାଜେସବୀ ପ୍ରଦୀପ କୁମାର ଦେହୁରୀ, ସମାଜେସବୀକା ରାଜଲକ୍ଷ୍ମୀ କର ଓ ସ୍ୱସ୍ତିକ ମହାପାତ୍ରଙ୍କୁ ଅତିଥିମୋନ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥେôଲ। ଏହା ସହିତ କବି, ସାହିତ୍ୟିକା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମେର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅପର୍ଣ କରିଥିବା େବେଳ ନାରାୟଣ ଖୁଣ୍ଟିଆ, ମଦନ ମୋହନ ପାଢୀ, ଚକ୍ରଧର ଶଥପଥୀ, ସ୍ମୃତି ନିରଞ୍ଜନ େବେହରା, ତନୁଶ୍ରୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନୋର ସହେଯାଗ କରିଥେôଲ। I