ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା

ଭୁବନ: ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ପୂଜାର୍ଚ୍ଚନା ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନା କରାଯାଇ ମା’ଙ୍କ ପୂଜାଚ୍ଚର୍ନା କରାଯାଇଥିବା ଦେଖାଯାଇଥିଲା। ବିଦ୍ୟାଳୟରେ ସକାଳୁ ଶିକ୍ଷାର୍ଥୀମାନେ ନିଜ ନିଜର ବହି ଖାତା ଏବଂ ଭୋଗ, ଫୁଲ ଧରି ଏକତ୍ରିତ ହୋଇଥିଲେ। ମା’ଙ୍କ ପୂଜାଚ୍ଚର୍ନା ହେବା ସହ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ମା’ଙ୍କ ଆର୍ଶିବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆନନ୍ଦ ସହକୋର ବାଗ୍େ‌ଦବୀ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା କରାଯାଇଥିଲା। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page