୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ ।
ଭୁବନେଶ୍ୱର: ଆଗକୁ ଆସୁଛି ବାଗ୍ଦେବୀ ମା’ ସରସ୍ୱତୀଙ୍କ ପୂଜା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରା ଦେଶରେ ଲୋକେ ପାଳନ କରିବାକୁ ଯାଉଛନ୍ତି ମା’ଙ୍କ ପୂଜାର୍ଚ୍ଚନା। ମା’ଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ଫେବୃଆରୀ ମାସ ଶ୍ରୀପଂଚମୀରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଦ୍ୱନ୍ଦରେ ରହିଛନ୍ତି ଲୋକେ। ତେବେ କ୍ୟାଲେଣ୍ଡରରେ ରହିଛି ଭିନ୍ନ ଭିନ୍ନ ତଥ୍ୟ ସହ ଭିନ୍ନ ଭିନ୍ନ ସମୟ। ତେବେ ଲୋକେ କେଉଁ ସମୟକୁ ନେଇ କରିବେ ମା’ଙ୍କ ପୂଜାର୍ଚ୍ଚନା ସେଥିରେ ଆସିଛି ଦ୍ୱନ୍ଦ୍ୱ। କେଉଁଥିରେ ୨ ତାରିଖରେ ଶ୍ରୀପଞ୍ଚମି ଉଲ୍ଲେଖ ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମି। ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ୱନ୍ଦ୍ୱ ଚାଲିଛି। ସରସ୍ୱତୀ ପୂଜା ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆସନ୍ତା ମାସ ୨ ନା ୩ ତାରିଖ କେଉଁ ଦିନ ସରସ୍ୱତୀ ପୂଜା ପାଳନ ହେବା ଉଚିତ ତାକୁ ନେଇ ପ୍ରଶ୍ନ ଉଠିଛି। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଆକଳନ ରହିଥିବା ହେତୁ ଏଭଳି ସ୍ଥିତି ଉପୁଜିଛି। ସରସ୍ୱତୀ ପୂଜା ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆସନ୍ତା ମାସ ୨ ନା ୩ ତାରିଖ କେଉଁ ଦିନ ସରସ୍ୱତୀ ପୂଜା ପାଳନ ହେବା ଉଚିତ ତାକୁ ନେଇ ପ୍ରଶ୍ନ ଉଠିଛି। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଆକଳନ ରହିଥିବା ହେତୁ ଏଭଳି ସ୍ଥିତି ଉପୁଜିଛି।
କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି। କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି।