ନୟାପଲ୍ଲୀ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ

ବୋଲଗଡ: ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଲ୍ଲୀ ମଙ୍ଗଳ ଯୁବକ ସଙ୍ଘ ଆନୁକୂଲ୍ୟରେ ମାଆ ଭୂଆସୁଣୀଙ୍କ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ ହୋଇଯାଇଅଛି ଗାୟିକା ମୀନାରାଣୀ ପୃଷ୍ଟି ଓ ବିଜୟଇନି ହରିଚନ୍ଦନ ପାଲା ମଞ୍ଚରେ ପାଲା ପରିବେଷଣ କରି ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ ଏହି କାର୍ଯ୍ୟକ୍ରମରେ ବୋଲଗଡ ଓ ବେଗୁନିଆର ବିଧାୟକ ପ୍ରାଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମଟିକୁ ପଲ୍ଲୀ ମଙ୍ଗଳ ଯୁବକ ସଙ୍ଗର ସଭାପତି ଦାଶରଥୀ ଖୁଣ୍ଟିଆଙ୍କ ସମେତ ନୟାପଲ୍ଲୀ ଗ୍ରାମବାସୀ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ପ୍ରେସ ବିଜ୍ଞପତିରେ ଜାଣଇଛନ୍ତି I Report: Narayan Khuntia

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page