ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଇ ସଂଜୀବନୀ ସୁବିଧା

ବାଳକାଟୀ: ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଇ ସଂଜୀବନୀରେ ସୁବିଧା I ସେହିମାନେ ଡେ଼ଲି ମେଡ଼ିସିନ ଫାସିଲିଟି ସୁବିଧା ପାଉଛନ୍ତି I ବାଳକାଟୀ ଅନ୍ତର୍ଗତ ୨୦ ଟି ଉପକେନ୍ଦ୍ର ରେ CHO ରହିଛନ୍ତି ଲୋକଙ୍କୁ ସେବା ଯୋଗେଇଦେଉଛନ୍ତି I ଡାଇଗନୋଶ ସେମାନେ ଯଦି ଚି଼ହ୍ନଟ କରିପାରୁନାଁହାନ୍ତି ତେବେ ଡେଲି ମେଡ଼ିସିନ ଫାସିଲିଟ ସୁବିଧା ଯୋଗାଇ ଦେଇପାରିବେ | କମ୍ପୁଟର, ଇୟର ଫୋନ ମାଧ୍ୟମରେ ଲୋକଙ୍କ ଠାରୁ ରୋଗ ଜାଣି କମ୍ପୁଟର ଜରିଆରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ପାଖକୁ ପଠାଯିବ, ଡ଼କ୍ଟର ରୋଗୀଙ୍କ ସହ କଥା ହୋଇ ରୋଗର ଲକ୍ଷଣ କଣ କମ୍ପୁଟର ରେ ଦେଖି ପେସକ୍ରିପ୍ସନ CHO ଙ୍କ ପାଖକୁ ପଠାଇବେ, CHO ମେଡ଼ିସିନ ଯୋଗାଇଦେବେ | ଏହି ସୁବିଧା ସବୁ ଉପକେନ୍ଦ୍ର ଠାରେ ଇସଂଜୀବନୀ ଦ୍ୱାରା CHC ନ ଯାଇ ପାଇପାରିବେ, ଗୁରୁତ୍ୱ କରି ଭିର୍ନ୍ନକ୍ଷମ ବ୍ୟକ୍ତି ଓ ବର୍ତ୍ତମାନ ଖରାରେ ଯାଇପାରୁନଥିବା ବ୍ୟକ୍ତି ପାଖ ଉପକେନ୍ଦ୍ର ରେ ଯାଇ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ସହ ଯୋଗାଯୋଗ କରି ଉପକେନ୍ଦ୍ର ରୁ ମେଡ଼ିସିନ ପାଇପାରିବେ | ସପ୍ତାହରେ ୬ ଦିନ ଏହି ସୁବିଧା ମିଳେ ଦରକାର ବେଳେ ପେଡି୍ୟାଟ୍ରିକ ଓ ଗାଇନିକ ଡ଼କ୍ଟର ଙ୍କ ପରାମର୍ଶ ଦିଆଯାଏ | state ରୁ ଦୀକ୍ଷା ମାଡାମ (ଇସଂଜୀବନୀ ଷ୍ଟେଟ କୋର୍ଡିନେଟର )ଟିମ ସହ ଆସିଥିଲେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ର ମାନଙ୍କରେ ଇ ସଂଜୀବନୀ ସୁବିଧା ଉପଲବ୍ଧ ଅଛି କି ନାଇଁ ପରୀକ୍ଷଣ କରିଲେ ସମସ୍ତ ସୁବିଧା ଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଆମ୍ଭେ ରୋଗୀ ମାନଙ୍କୁ ପ୍ରଚାର ପ୍ରସାର କରାଇ ଏହି ସୁବିଧା ସମସ୍ତଙ୍କ ନିକଟରେ କେମିତି ପଂହଁଚିବ ଚେଷ୍ଟା ଜାରିରଖିବା ଯେପରି ରୋଗୀ ଆରୋଗ୍ୟ ଲାଭ କରିବ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page