କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ପଞ୍ଚାୟତବାସୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରି ଜୀବନ ଯାତ୍ରାକୁ ଠପ୍ କରିଦେଇଛନ୍ତି।
ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ପରିଷଦ ପକ୍ଷରୁ ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ, ତଥା କ୍ରୀଡ଼ା କ୍ଷେତ୍ରରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ଵେଷଣ ପାଇଁ ଖେଳ ପଡିଆର ଉନ୍ନତିକରଣ ସକାଶେ ଏହି ଅବରୋଧ କରିଛନ୍ତି। ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ଯାଏଁ ଏହି ଅବରୋଧ ଜାରୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପରେ ଖବର ପାଇ ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧୃବଚରଣ ମୁଦୁଲି ଅବରୋଧକାରୀଙ୍କ ନିକଟରେ ପହଞ୍ଚି ତାଙ୍କ ସହିତ ଉପରୋକ୍ତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯୋଗ୍ୟ ଯେ, ଗୁଣପୁର ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଏଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଖପାଖ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଦୟନୀୟ ଭାବେ କାଳାତିପାତ କରୁଛନ୍ତି। ସେହିପରି ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ନ କହିବା ଭଲ । ସମନ୍ଵିତ ଆଦିବାସୀ ଉନ୍ନୟନ ବିଭାଗ ଥୁଆମୂଳ ରାମପୁର ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଗୋଟିଏ ଗୋଟିଏ ଯୋଜନା ବର୍ଷ ବର୍ଷ ଧରି ନିର୍ମାଣ ନାଁ ରେ ରାଜକୋଷରୁ ଅଯଥାରେ କୋଟି କୋଟି ଅର୍ଥ ବ୍ୟୟ ହୋଇ ଚାଲିଛି। କିନ୍ତୁ ଏହାର ସୁଫଳ ଜନସାଧାରଣଙ୍କୁ ମିଳି ପାରୁନାହିଁ। ଯଦ୍ବାରା ଆଜି ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ସ୍ଥାନୀୟ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ଯୁବକ ଶ୍ରୀ ରଥ ଦୁରିଆ ମଧ୍ୟ ଅନୁରୂପ ଭାବେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପରେ ବିଡ଼ିଓ ଆନ୍ଦୋଳନକାରୀଙ୍କୁ ଖୁବଶୀଘ୍ର ତାଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟାଇଥିବା ଦେଖିବାକୁ ମିଳିଛି ।
ବିଭିନ୍ନ ସମସ୍ୟା ଦାବିରେ ଗୁଣପୁର ଠାରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଓଡ଼ିଶ ଗ୍ରାମରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ
ଭୁବନ: ସାରା ରାଜ୍ୟରେ ପ୍ରଭୁ ଲକ୍ଷ୍ମୀନାରାୟଣ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି। ବିଶେଷ କରି କୁମ୍ଭକାର ସଂପ୍ରଦାୟର ପରିବାରର ଘରେ ଘରେ ଏହି ପୂଜା କରାଯାଇଥାଏ। ସାରା ରାଜ୍ୟରେ କୁମ୍ଭକାରମାନେ ତାଙ୍କର ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଏହି କୁରାଳ ପଂଚମୀ
ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ଆହ୍ୱାନ "ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ" ଶୀର୍ଷକ ଆଲୋଚନାଚକ୍ର ଓ ମାସିକ କର୍ମଶାଳା ସମୀକ୍ଷା ବୈଠକ ବିଜୟ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ସହିତ
ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର: ରଣପୁର ପ୍ରଜା ଆନ୍ଦୋଳନରେ ଭାଗ ନେଇ ଶହୀଦ ହୋଇଥିବା ଯୁବ କବି, ବିପ୍ଲବୀ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଦିବାକର ପରିଡା ଙ୍କ 115 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦ ରଘୁ -ଦିବାକର
ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୫ ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୩ ବର୍ଷ ଧରି କାର୍ଯ୍ୟ କରୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଅବସରରେ ପୂଜ୍ୟ ପୂଜା ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଗୁରୁବାର ସନ୍ଧ୍ୟାରେ
“ପ୍ରଦ୍ୟୁମ୍ନ ପ୍ରତିଭା” ଉନ୍ମୋଚନ ସହିତ ସଶକ୍ତ ଓଡିଶା ପକ୍ଷରୁ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଶୁଭ ଜନ୍ମଦିବସ ପୂର୍ବଦିବସରେ ଅନୁଷ୍ଠାନର ଆବାହକ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ପ୍ରଦ୍ୟୁମ୍ନ ପ୍ରତିଭା ପୁସ୍ତକ ଉନ୍ମୋଚନ ସହିତ,
ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ତରଫରୁ ନାଚୁଣୀ ମହାବିଦ୍ୟାଳୟ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ନାଚୁଣୀ. ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ
ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ
ଭୁବନେଶ୍ୱର: ବିଶିଷ୍ଟ ଐତିହାସିକ, ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ର ଅତୁଳନୀୟ ପୁଜ୍ୟପୂଜା ପ୍ରାଣ ପ୍ରଫୁଲ ଚନ୍ଦ୍ର ତି୍ରପାଠୀଙ୍କ ୮୫ତମ ଶୁଭ ଜନ୍ମଦିବସ ଅବସରରେ, ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ
ଭୁବନେଶ୍ୱର: ଆଉ ନାହାନ୍ତି ହୁ୍ୟମାନ ସାଗର । ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (ଇଓଓଗଝ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଓଡ଼ିଆ
ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଗୁଣୀ ସ୍ଥ ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ତଥା "ଶିଶୁ" ଦିବସ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପାଳିତ ହୋଇଯାଇଅଛି।
ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମସ୍ଥ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ପରିସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ
ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ
10 ସାରସ୍ୱତ ପ୍ରତିଭାଧାରୀ ହେଲେ ସମ୍ବର୍ଦ୍ଧିତଭୁବନେଶ୍ୱର: ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ସ୍ଥାନୀୟ ୟୁନିଟ-9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ, ପୁଜ୍ୟପୂଜା ପ୍ରାଣ
ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ
ଚିଲିକା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଛନ୍ତି।ସେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା
ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ ସମ୍ବର୍ଦ୍ଧନା
ଚିଲିକା: ଚିଲିକା ବ୍ଲକର ଗଙ୍ଗାଧର ପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପରିସର ମାଁ ଜୟଦୁର୍ଗା ମଣ୍ଡପରେ ଅଞ୍ଚଳର ସୁନାମଧନ୍ୟ ସମାଜ ସେବୀ ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ
ବିଶିଷ୍ଟ ଶିକ୍ଷାବିତ୍ ବି.ରଙ୍ଗନାଥନ୍ ଙ୍କ ଜୟନ୍ତୀ ପାଳିତ
ଚିଲିକା: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଇଂରାଜୀ ଭାଷାତତ୍ତ୍ଵବିତ୍ ତଥା ଭିଷ୍ମଗିରୀ ଓ ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବି.ରଙ୍ଗନାଥନଙ୍କ ୧୧୮ତମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ଚିଲିକା ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ବିଶ୍ୱକର୍ମ। ଆଞ୍ଚଳିକ ସଂଘ
ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ବେଗୁନିଆ,୯/୧୧: ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ଶୁଭଶ୍ରୀ କ୍ଲବ୍ ପରିସରରେ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଡ଼ାକ୍ତର ଦୀପକ କୁମାର କୁଅଁର,ଆହାର ବିଶେଷଜ୍ଞ ବସନ୍ତ କୁମାର ପ୍ରଧାନ, ପ୍ରାକୃତିକ ବିଶେଷଜ୍ଞ
ଯଶସ୍ୱୀ ଆଦର୍ଶ ଶିକ୍ଷକଙ୍କ ସ୍ମରଣେ
ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଜଣେ ଶିକ୍ଷକ ପାଇଁ ସବୁବେଳେ ଆହ୍ୱାନ ଥାଏ | ଛାତ୍ରର ଅନ୍ତର୍ନିହିତ ଗୁଣକୁ ଚିହ୍ନି ତାକୁ ସଠିକ ମାର୍ଗରେ ବାଟ କଢ଼େଇନେବାହିଁ ଜଣେ ଆଦର୍ଶ ଶିକ୍ଷକର କର୍ତ୍ତବ୍ୟ ହେବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷକ
ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ
ଭୁବନ: ପବିତ୍ର କାର୍ତ୍ତିକ ମାସରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ପ୍ରଭୁ ଶ୍ରୀ ଶ୍ରୀ ବୁଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ଓ ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି। ରବିବାର
ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ
ବାଲିଅନ୍ତା: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ( କାପୋକ) ଆନୁକୂଲ୍ୟରେ, ଐତିହାସିକ ଦୟାନଦୀର ଲିଙ୍ଗିପୁର ଘାଟରେ ଆସନ୍ତା ତା ୦୫/୧୧/୨୦୨୫ ଭୋର ସମୟରେ ଚତୁର୍ଦ୍ଦଶ
ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଆନୁକୁଲ୍ୟରେ ଦଶମତମ ଦେବ ପ୍ରସାଦ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ମହାନ ଓଡ଼ିଶୀ ନୃତ୍ୟଗୁରୁ ଡ଼ଃ ଦେବପ୍ରସାଦ ଦାସଙ୍କର ୯୩ ତମ ପୂଣ୍ୟଜନ୍ମ ତିଥି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି ।
ଏସ୍ଆଇ ପରୀକ୍ଷା ମାମଲା: କ୍ରାଇମ୍ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର: କ୍ରାଇମ୍ ବ୍ରାଂଚ ହାତରେ ମୁଲି ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୋଲିସ୍ ଏସ୍ଆଇ ଚାକିରି ଲାଗି ପରୀକ୍ଷା ପ୍ରସ୍ତୁତିବେଳେ ଘଟିଥିବା କେଳେଙ୍କାରୀର ମହାଘୋଟାଲା ଆଗକୁ ଖୋଲି ଖୋଲି ଚାଲିଚି। ଓଡ଼ିଶା ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଓଡ଼ିଶ ଗ୍ରାମରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ
ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ
ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ