ସ୍ବର୍ଗତ ନରେନ୍ଦ୍ରନାଥ ଥିଲେ ନିଆରା ପ୍ରତିଭା

ସୋମଣା ଶାସନ /ଜୟଦେବ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଜୟଦେବ ନିର୍ବାଚନ ମଣ୍ଡଳୀ, ସୋମଣା ଶାସନ ଗ୍ରାମ ପଂଚାୟତର ପୂର୍ଵତନ ସରପଞ୍ଚ, ବାଲିପାଟଣା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ସ୍ବର୍ଗତ ନରେନ୍ଦ୍ର କୁମାର ଦାଶଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗ ଦେବା ଅବସରରେ, ପୂର୍ଣ୍ଣାଙ୍ଗ ଉତ୍କଳ ଉର୍ଣ୍ଣୟନ ନ୍ୟାସର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ଧନେଶ୍ୱର ମହାନ୍ତି ଙ୍କ ଜନ୍ମସ୍ଥାନ ମୁକୁନ୍ଦ ଦାସପୁର ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ସାମାଜିକ କର୍ମ, ଦକ୍ଷତା, ନିଷ୍ଠା ସମ୍ପର୍କ ରେ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ବହୁ ସାମାଜିକ ସଂଘର୍ଷ ର ସମ୍ମୁଖୀନ ହୋଇ ନିଜର କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରି ଆସୁଥିଲେ l ଏଥିସହ ସିଦ୍ଧଗିରି ପୀଠର ମହନ୍ତ ମାନନୀୟ ବିଶ୍ୱନାଥ ବାବା, ମିହିର ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page