ଭୁବନେଶ୍ୱର: ଅଙ୍ଗଦାନ କରି ଅମର ହୋଇଗଲେ ୮ ବର୍ଷର ସୁବୋଜିତ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଦିଆଯାଇଛି ଶେଷ ବିଦାୟ । ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି ପରିବାର ଓ ପ୍ରିୟଜନ । ଭୁବନେଶ୍ୱର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବାର ଲୋକ ପୁଅର ଅଙ୍ଗଦାନ… Continue reading ଅଙ୍ଗଦାନ କରି ଅମର ହୋଇଗଲା କୁନି ପୁଅ ସୁବୋଜିତ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେଲା ଶେଷକୃତ୍ୟ
ଅଙ୍ଗଦାନ କରି ଅମର ହୋଇଗଲା କୁନି ପୁଅ ସୁବୋଜିତ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେଲା ଶେଷକୃତ୍ୟ
