ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଭୁବନେଶର: ସାଇ ବିନାୟକ ଶିଶୁମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବମିଖାଲସ୍ଥିତ ବିଦ୍ୟାଳୟ ପରିସରରେ ପ୍ରାତଃ ଲକ୍ଷାର୍ଚ୍ଚନା ପୂଜା ସହିତ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ତି୍ରପାଠୀଙ୍କ ସଂଯୋଜନା ଓ ଆବାହକ ବନମାଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯନ୍ତ୍ରୀ ତଥା ସତ୍ୟସାଇ ସଂଗଠନର ରାଜ୍ୟ ପ୍ରଜ୍ଞାନିର୍ବାହକ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟବକ୍ତାଭାବେ ସତ୍ୟ ସାଇ ସଂଗଠନର ଯୁଗ୍ମ ଶିକ୍ଷା ସଂଯୋଜିକା ଡ. ନୟନତାରା ଛୋଟରାୟ, ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର… Continue reading ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ

ବାଳକାଟୀ: ବାଳକାଟୀ ବ୍ଲକରେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହାସହ ବ୍ଲକର ବହୁ ଉପାନ୍ତ ଏରିଆରେ ମଧ୍ୟ ଡ. ତନ୍ମୟ ତ୍ରିପାଠୀ ନିଜେ ବାଇକ୍ ଯୋଗେ ଯାଇ ଜଳଛତ୍ରର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହି ଜଳଛତ୍ର ପ୍ରଥମ କରି ବାଳକାଟୀ ବ୍ଲକ୍ରେ ଶୁଭାରମ୍ଭ କରାଯାଇଥିବାବେଳେ ଏହି ଜଳଛତ୍ର ସେବା କେନ୍ଦ୍ରର ଶୁଭାରମ୍ଭରେ ନିଜେ ଡାକ୍ତର ତନ୍ମୟ କୁମାର ତ୍ରିପାଠୀ ଉପସ୍ଥିତ… Continue reading ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ

ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ କରାଯାଇଛି ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ । ଦୋଳପୂର୍ଣ୍ଣିମା ଅବସରରେ ଓଡ଼ିଶ ଗ୍ରାମର ମଧ୍ୟ ଭାଗରେ ଅନୁଷ୍ଠିତ ହୋଇଯାଇଛି ତ୍ରିଦିବସୀୟ ପଂଚକୁଣ୍ଡୀୟ ମହାଯଜ୍ଞ । ରଙ୍ଗର ପର୍ବ ହୋଲି ଓ ଦୋଳମେଳଣ ସହ ଏହି ମହାଯଜ୍ଞରେ ସାମିଲ ହୋଇଥିଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ । ମହାଯଜ୍ଞରେ ପ୍ରତିଦିନ ପୂଜାପାଠ କରାଯିବା ସହ ନାମସଂକୀର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପଂଚକୁଣ୍ଡୀୟ… Continue reading ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ପଦ୍ମପୁରରୁ ଗୋବର୍ଦ୍ଧନ ଭୋଇ। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।ପଦ୍ମପୁର- ଗୋବର୍ଦ୍ଧନ ଭୋଇ, ବିଜେପୁର-ସନତ ଗର୍ତ୍ତିଆ, ଦିଗପହଣ୍ଡିରୁ ଲଢ଼ିବେ ସିଦ୍ଧାନ୍ତ ମହାପାତ୍ର, ବରଗଡ-ଅଶ୍ୱିନୀ ଷଡଙ୍ଗୀ, ଅତାବିରା-ନିହାର ମହାନନ୍ଦ, ଭଟଲୀ-ଇରାଶିଷ ଆଚାର୍ଯ୍ୟ, ବ୍ରଜରାଜନଗର- ସୁରେଶ ପୂଜାରୀ, ଚାନ୍ଦବାଲି- ମନମୋହନ ସାମଲ, ବ୍ରହ୍ମଗିରି- ଉପାସନା ମହାପାତ୍ର,… Continue reading ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

You cannot copy content of this page