ଦିଲ୍ଲୀରେ ବାଘ ଆତଙ୍କ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। ଆକ୍ରମଣରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ… Continue reading ଦିଲ୍ଲୀରେ ବାଘ ଆତଙ୍କ

ବିଜେଡିରେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ଵର: ଆଜି ସକାଳେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପିରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି।… Continue reading ବିଜେଡିରେ ଭୃଗୁ ବକ୍ସିପାତ୍ର

ବିଜେଡିରେ ମିଶିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ଵର: ବିଜେଡି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଆଜି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡିରେ ମିଶିଛନ୍ତି । ମାର୍ଚ୍ଚ ୨୯ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ପ୍ରକାଶ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ୨୦୧୪ରେ ପ୍ରକାଶ ଏହି ଆସନରୁ… Continue reading ବିଜେଡିରେ ମିଶିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଆଶ୍ପାୟର୍ ଚାରିଟବଲ୍ ଟ୍ରସ୍ଟ ଓ ଆଶ୍ପାୟର୍ ହସ୍ପିଟାଲ୍ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ଵର: ଆସ୍କାୟାର ଚାରିଟେବୁଲ ଟ୍ରଷ୍ଟ, ଆସ୍ପାୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପୁରୀଠାରେ ଏକବିଶାଳସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା I ୩୧ ତାରିଖ ଦିନ ଆୟୋଜିତ ଏହି ସ୍ଵାସ୍ଥ୍ୟଶିବିରରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ ଓ ସେମାନଙ୍କରପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତମାଗଣା ଔଷଧ ଦିଆଯାଇଥିଲା । ଏହି ସ୍ଵାସ୍ଥ୍ୟ ଶିବିରରେ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଅନେକ… Continue reading ଆଶ୍ପାୟର୍ ଚାରିଟବଲ୍ ଟ୍ରସ୍ଟ ଓ ଆଶ୍ପାୟର୍ ହସ୍ପିଟାଲ୍ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

୧.ପଦ୍ମପୁର- ଗୋବର୍ଦ୍ଧନ ଭୋୟ, ୨.ବିଜେପୁର-ସନତ କୁମାର ଗର୍ତିଆ, ୩. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ, ୪.ଅତାବିରା-ନିହାର ରଞ୍ଜନ ମହାନନ୍ଦା, ୫. ଭଟ୍ଲି -ଇରାଶିଷ ଆଚାର୍ୟ୍ୟ, ୬. ବ୍ରଜରାଜନଗର-ସୁରେଶ ପୂଜାରୀ, ୭. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ, ୮. ତଲସରା-ଭବାନୀ ଶଙ୍କର ଭୋଇ, ୯. ସୁନ୍ଦରଗଡ-କୁସୁମ ଟେଟେ, ୧୦. ବୀରମିତ୍ରପୁର-ଶଙ୍କର ଓରାମ୍, ୧୧. ରଘୁନାଥପାଲି-ଦୁର୍ଗା ଚରଣ ତନ୍ତି, ୧୨. ରାଜଗାଙ୍ଗପୁର-ନରସିଂହ ମିଞ୍ଜ, ୧୩. ବଣାଇ-ସେବତୀ ନାୟକ, ୧୪. କୁଚିଣ୍ଡା-ରବି ନାରାୟଣ ନାୟକ, ୧୫. ରେଙ୍ଗାଲି-ନାଉରୀ ନାୟକ, ୧୬. ସମ୍ବଲପୁର-ଜୟ ନାରାୟଣ ମିଶ୍ର,୧୭.… Continue reading ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

୨୦୦୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଭଦ୍ରକ: ଧାମନଗର ବ୍ଲକ ଅନ୍ତର୍ଗତ ଏସ.ଏ.ଜେ ହାଇସ୍କୁଲ ଦୋବଲ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୫ ମସିହା ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ମଠବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ବ୍ୟାଚର ପିଲାମାନେ ବନ୍ଧୁ ମିଳନ କରିଥିଲେ। ପିଲାମାନେ ଅତୀତ ସ୍କୁଲ ଜୀବନର ସ୍ମୁତି କୁ ମନେପକାଇ ଭାବ ବିହ୍ୱଳ ହୋଇଥିଲେ। ପିଲାମାନେ ଫେରିଆସନ୍ତା କି ପିଲାଦିନ ଏକ ଶୀର୍ଷକ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ସ୍କୁଲ ଜୀବନର ଅନୁଭୂତିକୁ ବଖାଣି ଥିଲେ।… Continue reading ୨୦୦୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

You cannot copy content of this page