ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି I ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ଙ୍କ ଆଦେଶ ଅନୁଯାୟୀ ବ୍ରହ୍ମ ମୁହୂର୍ତ୍ତ ରେ ବ୍ରହ୍ମଧ୍ଵନି ସ୍ଥାପନ କରି ବିଶ୍ୱ ର ଶାନ୍ତି ଓ ଜଗତ ଭକତ ଙ୍କ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ରେ ପ୍ରାର୍ଥନା କରିବା ସହିତ ଦିବା ରାତ୍ରି ଭଜନ କୀର୍ତ୍ତନ ଓ ସନ୍ଧ୍ୟା ସମୟରେ ଘୃତ… Continue reading ସତ୍ୟ ମହିମା ଆଶ୍ରମର ବାର୍ଷିକ ମହୋତ୍ସବ ପାଳିତ
ସତ୍ୟ ମହିମା ଆଶ୍ରମର ବାର୍ଷିକ ମହୋତ୍ସବ ପାଳିତ
