ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଭିଜିଲାନ୍ସ ଜାଲରେ

ସୁବର୍ଣ୍ଣପୁର: ଭିଜିଲାନ୍ସ ବିଭାଗର ଚଢ଼ାଉ । ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ରେଡରେ ସୋନପୁର ଭିଜିଲାନ୍ସ ବିଭାଗ ର ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ପଟିଆ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ୨… Continue reading ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଭିଜିଲାନ୍ସ ଜାଲରେ

ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ତଥାକଥିତ ବାବାଙ୍କୁ ସାବଧାନ କରାଇଲେ ସଂସ୍କୃତି ମନ୍ତ୍ରୀ । କହିଲେ , ଭକ୍ତି ନାଁରେ ଭାଣ୍ଡାମୀ କଲେ ନିସ୍ତାର ନାହିଁଭକ୍ତି ନାଁରେ ଭାଣ୍ଡାମୀ କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଭକ୍ତି ନାଁରେ ଭାଣ୍ଡାମୀ ଚଳିବ ନାହିଁ । ଏମିତି କହି ତଥାକଥିକ ବାବାଙ୍କୁ ସାବଧାନ କରାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ଭକ୍ତି ବା ଭଗବାନଙ୍କ ନାଁ ନେଇ ଯିଏ ବ୍ୟାପାର କରୁଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଏସବୁ… Continue reading ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ

You cannot copy content of this page