ଭୁବନେଶ୍ୱର: ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ସୀମାରାଣୀ ନାୟକ ଏବଂ ମୁଖ୍ୟବକ୍ତା ଭାବେ ବିଜେପି ନେତା ଗୋଲକ ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଢେଙ୍କାନାଳର ସାହିତ୍ୟିକ ଉଦ୍ଧବ ଚରଣ ନାୟକ ଓ଼ ଗବେଷକ କୃଷ୍ଣ ଚନ୍ଦ୍ର ଆଇଚଙ୍କୁ… Continue reading ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ପାଳିତ
ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ପାଳିତ
