ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

15 OAS officers promoted in Odisha,

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୯ଜଣ ଓଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ନିର୍ବାଚନ କମିଶନରେ ଯୁଗ୍ମ ସଚିବ ଶ୍ୱେତ କୁମାର ଦାଶଙ୍କୁ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍‌ବବିଦ୍ୟାଳୟର କୁଳସଚିବ ଭାବେ ବଦଳି କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ(ରେଜିଷ୍ଟ୍ରାର) ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ… Continue reading ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଭୂବନ: ଭୂବନ ବ୍ଲକ୍‌୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ନିନ୍ଦନୀୟ ଘଟଣା। ଚେୟାରମ୍ୟାନ୍ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଅସାଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାବେଳେ ତାଙ୍କୁ ଧକ୍କା ମାରିବା ଜଣାପଡିଛି। ଏହାଫଳରେ ପ୍ରଧାନଶିକ୍ଷକଙ୍କ ଗୋଡ଼ ମୋଡିହୋଇଯାଇଛି । ଏଥିନେଇ ପ୍ରଧାନ ଶିକ୍ଷକ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି। ତେବେ ଏହି ସ୍କୁଲ୍ ର ଚେୟାରମ୍ୟାନ୍ ମନୁଆ ମହାନ୍ତ ହୋଇଥିବାବେଳେ ସେ ସବୁବେଳେ ମଦ୍ୟପାନ କରି… Continue reading ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

You cannot copy content of this page