ଭୁବନେଶ୍ୱର ତା 22/09/26 ଶାନ୍ତିପଥ,ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଶିବ ନାରାୟଣଙ୍କ ଅଧ୍ୟକ୍ଷତାରେ ଶାନ୍ତିପଥର ମାସିକ ସମୀକ୍ଷା ବୈଠକ ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି l ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରି କହିଥିଲେ ଯେ ଯୋଗ, ପ୍ରାଣାୟାମ, ମାନବବାଦ, ବିଶ୍ୱଶାନ୍ତି ସହିତ ପୃଥିବୀ ସନ୍ତୁଳନ ଓ ସମଗ୍ର ମନୁଷ୍ୟ ସମାଜ ପାଇଁ ବୃକ୍ଷ ଏକାନ୍ତ ଅପରିହାର୍ଯ୍ୟ l ନିଷ୍ଠା ସହିତ ଶରୀରକୁ କଷ୍ଟ ଦେଇ ଯେଉଁ କାର୍ଯ୍ୟ କରାଯାଏ, ତାହା ଅମୁଲ୍ୟ… Continue reading ଶାନ୍ତିପଥ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ଶାନ୍ତିପଥ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ