ପ୍ରଦୁ୍ୟମ୍ନ ଶତପଥୀ ଏକ ଅବିସ୍ମରଣୀୟ ପ୍ରତିଭା : ସ୍ୱାମୀ ବ୍ରହ୍ମାନନ୍ଦ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ ଭାବେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସ୍ୱାମୀଜୀ ମହାରାଜ… Continue reading ପ୍ରଦୁ୍ୟମ୍ନ ଶତପଥୀ ଏକ ଅବିସ୍ମରଣୀୟ ପ୍ରତିଭା : ସ୍ୱାମୀ ବ୍ରହ୍ମାନନ୍ଦ

୧ ଡିସେମ୍ବରରେ ନୃତ୍ୟନିପୂଣା ୫ମ ତମ ନୃତ୍ୟ ଉତ୍ସବ

ଭୁବନେଶ୍ବର: ନୃତ୍ୟନିପୂଣା ଅନୁଷ୍ଠାନ ତରଫରୁ ୫ମ ତମ ନୃତ୍ୟ ଉତ୍ସବ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆଗାମୀ ଡିସେମ୍ବର ୧ତାରିଖ, ରବିବାର ଦିନ “ନୃତ୍ୟନିପୂଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ” ତରଫରୁ ଭୁବନେଶ୍ବରର ୟୁନିଟ -୩ ସ୍ଥିତ ବୁଦ୍ଧ ମନ୍ଦିରଠାରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ, ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ ।… Continue reading ୧ ଡିସେମ୍ବରରେ ନୃତ୍ୟନିପୂଣା ୫ମ ତମ ନୃତ୍ୟ ଉତ୍ସବ

You cannot copy content of this page