ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ତିଗଡ ସରକାରୀ 5t ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବିଜେଡ଼ି ସରକାର ଶାସନ ସମୟ ରେ 2023 /24 ମସିହା ରେ ଉକ୍ତ ସ୍କୁଲର ରୂପାନ୍ତିକରଣ ପାଇଁ 5t ଯୋଜନା ରେ ପାଖା ପାଖି ସତୁରି ଲକ୍ଷ୍ୟ ଟଙ୍କାର ବିଭିନ୍ନ କାର୍ଯ୍ୟ ତତ କାଳୀନ ବିଡ଼ିଓ ଏବଂ ଲାଞ୍ଜିଗଡ ବ୍ଲକର ଜଣେ ବିଜେଡ଼ି ନେତ୍ରୀଙ୍କ ସ୍ୱାମୀ ନିଜେ ଠିକାଦାର ସାଜି କାର୍ଯ୍ୟଟିକୁ ଅତିରୁ ଅତି ନିମ୍ନ ମାନର… Continue reading ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଏକୋଇଶିଆ ନାମକରଣଉତ୍ସବ

ଧର୍ମଗଡ଼: ଆଜିକାଲି ଅନେକ ଲୋକେ ବିଭିନ୍ନ ପର୍ବ ପର୍ବାଣୀରେ ଉତ୍ସବ ପାଳନ କରିଥାନ୍ତି। କିଏ ତ ପୁଜା, କିଏ ତ ନିଜ ଝିଅ ପୁଅ ମାନଙ୍କର ଜନ୍ମ ବାର୍ଷିକ ଉତ୍ସବ ଏମିତି ଅନେକ ପ୍ରକାରର ଉତ୍ସବ ପାଳନ କରିଥାନ୍ତି। ଏମିତି ଏକ ଉତ୍ସବ ପାଳନ ହୋଇଛି ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଗ୍ରାମପଞ୍ଚାୟତ ପଞ୍ଜିଆ ଗାଁ ରେ। ଜଣେ ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ନାଏକ ସହଧର୍ମିଣୀ ସୁଲୋଚନା ନାଏକ ତାଙ୍କର ବଡ଼ ପୁତ୍ର ଯୁବରାଜ ନାଏକଙ୍କ ସହ… Continue reading ଏକୋଇଶିଆ ନାମକରଣଉତ୍ସବ

You cannot copy content of this page