ବୁଢ଼ାଡଙ୍ଗର ଲୋକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

କଳାହାଣ୍ଡି,୨୨/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ଅନୁଷ୍ଠାନ ର ପତାକା ଉତ୍ତୋଳନ କରିଥିଲେ।ପରେ କେସିଙ୍ଗାର ଇଷ୍ଟ ଦେବୀ ମାଆ ବୁଢ଼ାଡଙ୍ଗରଙ୍କ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବାହାରି ମଞ୍ଚକୁ ଆସିଥିଲା।ପୁଣି… Continue reading ବୁଢ଼ାଡଙ୍ଗର ଲୋକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ରେ ସମ୍ମାନିତ ହେଲେ ବିନ୍ଦୁ ମହାନନ୍ଦ

କଳାହାଣ୍ଡି ,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ‍୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ପୂର୍ତ୍ତ ଆଇନ ଓ ଅବକରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ,ଏକାମ୍ର ବିଧାୟକ ବାବୁ ସିଂ , ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ… Continue reading ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ରେ ସମ୍ମାନିତ ହେଲେ ବିନ୍ଦୁ ମହାନନ୍ଦ

ନିଆଁ ଲାଗି ଜଳି ଗଲା ଘର ଓ ଯାବତୀୟ ଘରୋଇ ସାମଗ୍ରୀ

ଗୋଲାମୁଣ୍ଡା :୨୧/୧୨(ଜନ୍ମେଜୟ ନାଏକଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଫୋଇରିପାଣି ଗ୍ରାମର ଧନୁ ମାଝୀଙ୍କ ଘରେ ନିଆଁ ଲାଗି ଯାବତୀୟ ଜିନିଷ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଧନୁ ମାଝୀ ଏକ କୁଳିମଜୁରିଆ ତଥା ଗରିବ ଶ୍ରେଣୀର ଲୋକ  ହୋଇଥିବାରୁ ଏକ ଚାଲ ଛପର ଘରେ ୭ ପରିବାର ବସବାସ କରି ରହି ଆସୁଥିଲେ।ପରିବାର ସମସ୍ତେ ବିଲ କାମରେ ଯାଇଥିବା ସମୟରେ ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଯାଇଛି ।ଖବର ପାଇ ଗ୍ରାମବାସୀଙ୍କ… Continue reading ନିଆଁ ଲାଗି ଜଳି ଗଲା ଘର ଓ ଯାବତୀୟ ଘରୋଇ ସାମଗ୍ରୀ

OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ  ଓ ବନ୍ଧୁ ମିଳନ ଉତ୍ସବ

ଧର୍ମଗଡ଼,୨୧/୧୨,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁକଲ୍ୟାଣ ମଣ୍ଡପଠାରେ OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା OTN ଟିଭିର ସ୍ୱତନ୍ତ୍ର ପ୍ରତିନିଧି ମୁରଲୀ ତାଣ୍ଡି ଓ OTN TV ର ପ୍ରତିଷ୍ଠାତା ତଥା ସମ୍ପାଦକ ସତ୍ୟରଞ୍ଜନ ଦାସ ଙ୍କ ନେତୃତ୍ଵ ରେ ଅନେକ  ସାମ୍ୱାଦିକ,ସମ୍ମାନିତ ଅତିଥି ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ଭାବେ… Continue reading OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ  ଓ ବନ୍ଧୁ ମିଳନ ଉତ୍ସବ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗରେ ଏଫ୍,ଏଲ,ଏନ୍ ଯୋଜନା ବାଟ ମାରଣା

ପ୍ରକୋଷ୍ଠ ନିର୍ମାଣ କାର୍ଯ୍ୟରେ ଘୋଟାଲା ଅଭିଯୋଗ କଳାହାଣ୍ଡି,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ-ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲାର ନର୍ଲା ତଥା ଲାଞ୍ଜିଗଡ଼ ବ୍ଲକ୍ ଅନୁନ୍ନତ ବ୍ଲକ ଭାବରେ ଜିଲ୍ଲାରେ ବେଶ ପରିଗଣିତ ଅଟେ। ଏହି ଦୁଇ ବ୍ଲକର ଛାତ୍ରଛାତ୍ରୀଙ୍କ ଶିକ୍ଷାସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ନିମନ୍ତେ କେନ୍ଦ୍ର ସରକାର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞ୍ୟାନ ଯୋଜନା ବା ଏଫ୍, ଏଲ୍ ଏନ୍ କର୍ଯ୍ୟରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଡ… Continue reading କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗରେ ଏଫ୍,ଏଲ,ଏନ୍ ଯୋଜନା ବାଟ ମାରଣା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

କଳାହାଣ୍ଡି,୨୨|୧୨, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ଚରିତ ଓ ଗଣିତ ପ୍ରତି ତାଙ୍କର ଅବଦାନ ବିଷୟରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମକରଧ୍ଵଜ ନାଗ ଓ ବ୍ୟୋମକେଶ ବିର୍ତ୍ତିଆ ତାଙ୍କର ବକ୍ତବ୍ୟ… Continue reading ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

୧୫୦୦କୋଟି କ୍ଲବରେ ଏଣ୍ଟ୍ରି ମାରିଲା ‘ପୁଷ୍ପା-୨’

ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା। ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା।… Continue reading ୧୫୦୦କୋଟି କ୍ଲବରେ ଏଣ୍ଟ୍ରି ମାରିଲା ‘ପୁଷ୍ପା-୨’

ସଂଘର୍ଷର କାହାଣୀ ପରବ୍‌

ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ ଚରିତ୍ର ଗୋଟିଏ ସୋଫାରେ ବସି ନିଜ ମତପାର୍ଥକ୍ୟ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। କିଛି ମୁହୂର୍ତ୍ତରେ ଜଣାପଡ଼େ ଯେ ସୋଫାରେ ଦୂରେଇ ବସିଥିବା ଦୁଇଜଣ… Continue reading ସଂଘର୍ଷର କାହାଣୀ ପରବ୍‌

ଫ୍ରାଇଡେ ରିଲିଜ୍‌: ମୁକ୍ତିଲାଭ କରିଛି ‘ପରବ୍’

ସିନେମା ହଲରେ ପ୍ରଶଂସା ସାଉଣ୍ଟୁଛି ଫିଲ୍ମ ‘ପରବ’ ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପରବ୍‌’ ଶୁକ୍ରବାର ମୁକ୍ତିଲାଭ କରିସାରିଛି।। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦ ଚଳଚ୍ଚିତ୍ର ଉପରେ ଆଧାର କରି ଚଳଚ୍ଚିତ୍ରଟି ପରଦାକୁ ଆସିଛି।। ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମାଣ କରାଯାଇଥିବାବେଳେ… Continue reading ଫ୍ରାଇଡେ ରିଲିଜ୍‌: ମୁକ୍ତିଲାଭ କରିଛି ‘ପରବ୍’

ନେହେରୁ ସେବା ସଂଘ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣ କରିନେଇଥିବା ବିଦେଶୀ ଦମ୍ପତିଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି,୨୧|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀର ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷା କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ କୁମାର ଦରୱାନଙ୍କ ଦ୍ଵାର ବିଦେଶୀ ଦମ୍ପତି ଏବଂ ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷାକୁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରକାଶ ଥାଉକି… Continue reading ନେହେରୁ ସେବା ସଂଘ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣ କରିନେଇଥିବା ବିଦେଶୀ ଦମ୍ପତିଙ୍କୁ ସମ୍ବର୍ଦ୍ଧନା