ବେତନଟୀ ପ୍ରିମିୟର ଲିଗ୍ ଷଷ୍ଠ ଦିନ ରେ : ୧୧ ଷ୍ଟାର ମୋରଡା ଓ ମା ଦୁର୍ଗା ଫାଇଟର ବିଜୟ

ବେତନଟୀ: ବେତନଟୀ କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ବେତନଟୀ ପ୍ରିମିୟର ଲିଗ ସିଜିନ -୧୧ ର ଷଷ୍ଠ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଟି  ବାହାନଡା ଟାଇଗର ଓ ୧୧ ଷ୍ଟାର ମୋରଡା ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଦାନି -୧୧ ଚିତ୍ରଡା ଓ ମା ଦୁର୍ଗା ଫାଇଟର ମଧ୍ୟରେ ହୋଇଥିଲା | ପ୍ରଥମ ମ୍ୟାଚରେ ୧୧ ଷ୍ଟାର ମୋରଡା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୯ ରନ… Continue reading ବେତନଟୀ ପ୍ରିମିୟର ଲିଗ୍ ଷଷ୍ଠ ଦିନ ରେ : ୧୧ ଷ୍ଟାର ମୋରଡା ଓ ମା ଦୁର୍ଗା ଫାଇଟର ବିଜୟ

ବଗାଡ଼ ଠାରେ ନବ ନିର୍ମିତ ଯାଦବ ଭବନ କୁ ଉଦ୍ଘାଟନ କଲେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ।

କଳାହାଣ୍ଡି,୨୪/୧୨(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଗାଡ ୱାର୍ଡ ନ ୨ ରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଯାଦବ ଭବନକୁ ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିଲେ । ଏଠାରେ ପ୍ରକାଶ ଥାଉ କି ଯାଦବ ଭବନ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ପୂର୍ବତନ ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ ୮ ଲକ୍ଷ… Continue reading ବଗାଡ଼ ଠାରେ ନବ ନିର୍ମିତ ଯାଦବ ଭବନ କୁ ଉଦ୍ଘାଟନ କଲେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ।

ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

୩ ଦିନ ରହିବେ ଠାକୁର : ୪ ଦିନରେ ହରିହର ଭେଟ ଓ ଆତସବାଜୀ ପ୍ରଦର୍ଶନ ବାଳକାଟି,୨୨|୧୨: ଆସନ୍ତାବର୍ଷ ଠାରୁ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵରଙ୍କ ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ ୫ ଦିନ ଧରି ଅନୁଷ୍ଠିତ ହେବ l ପ୍ରତିବର୍ଷ ଜମାଣ ପରେ ମେଳଣ ପଡିଆରେ ଠାକୁର ଗୋଟିଏ ଦିନ ରହିବା ପରେ ପରଦିନ ହରିହର ଭେଟ ହୋଇଥାଏ l ମାତ୍ର ଆସନ୍ତା ବର୍ଷଠାରୁ ଏହି ମେଳଣକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏବଂ… Continue reading ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

ବିଶ୍ୱ ଓଡିଶୀ ଉତ୍ସବ

ଭୁବନେଶ୍ୱର, ତା 24/12/24: ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଥିବା “ନୃତ୍ୟ ନୌବେଦ୍ୟ” ପକ୍ଷରୁ ବିଶ୍ୱ ଓଡିଶୀ ଉତ୍ସବ ଅବସରରେ ଅନୁଷ୍ଠାନର ଦୁଇ ନୃତ୍ୟ ଶିଳ୍ପୀ ସ୍ଵାଗତିକା ସାହୁ ଓ ଶୁଚିସ୍ମିତା ସାହୁଙ୍କ କଳା ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା I ଗୁରୁ ପ୍ରଭାତ କୁମାର ସ୍ୱାଇଁ ଙ୍କ ନିର୍ଦ୍ଧେଶନା ଓ ଗୁରୁ ଶ୍ରୀକାନ୍ତ କୁମାର କୁଣ୍ଡୁଙ୍କ ସଂଗୀତ ନିର୍ଦ୍ଧେଶନା ରେ ବାଦ୍ୟ ଗୁରୁ ସୁକାନ୍ତ କୁମାର ଗୁରୁଙ୍କ ସୁରତାଳ ରୋମାଞ୍ଚକର ହୋଇ ଥିଲା. I ସମସ୍ତ… Continue reading ବିଶ୍ୱ ଓଡିଶୀ ଉତ୍ସବ

କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ

ନଗରପାଳ ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ କରିବ କିଏ ? କଳାହାଣ୍ଡି,୨୪|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ରାଜ୍ୟରେ ଅନାସ୍ଥା ପ୍ରସ୍ତାବ ରେ ବିଭିତ୍ତ ପୌରାଳୟର ନଗରପାଳ ମାନେ ନିଜ ପଦବୀ ହରେଇବା ପରେ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ମାନେ ଦାୟିତ୍ଵରେ ଅଛନ୍ତି। ସାମ୍ବିଧାନିକ ଵିଧି ବ୍ଯବସ୍ଥା କ୍ରମେ ଆଗାମୀ ଦିନରେ ଏହି ପୋରାଞ୍ଚଳ ଗୁଡିକରେ ଉପର୍ନିବାଚନ ହେବା ଏକରକମ ସୁନିଶ୍ଚିତ ବୋଲି ଧରାଯାଇପାରେ। ରାଜ୍ୟରେ ବିଜେପି ସରକାର ଥାଇବି ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ଜୁନାଗଡ଼ର ବିଜେପି… Continue reading କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ

You cannot copy content of this page