କଳାହାଣ୍ଡି,୨୫|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଆଜି ସାରା ଦେଶ ପାଳନ କରୁଛି ଅଟଳ ବିହାରି ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ବା ସୁଶାସନ ଦିବସ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ନବଜୀବନ ଆଶ୍ରମ ଠାରେ ବୁଧବାର ଅପରାହ୍ନ ୨ ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରି ବାଜପାୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଲିତ ହୋଇ ଯାଇଛି। ସ୍ଵର୍ଗତ ଅଟଳ ବିହାରି ବାଜପେୟୀ… Continue reading ଗୋଲାମୁଣ୍ଡା ଠାରେ ଅଟଳ ବିହାରି ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ
ଗୋଲାମୁଣ୍ଡା ଠାରେ ଅଟଳ ବିହାରି ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ
