ଜୟନ୍ତୀ ଉପଲକ୍ଷେ ଶକ୍ତିପୀଠ ଉତରମୁଖୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଭବ୍ୟ ଉତ୍ସବ ବାଲିଅନ୍ତା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ ଉପଲକ୍ଷେ ବାଲିଅନ୍ତା ବ୍ଲକର ପ୍ରଶୀଦ୍ଧ ଶକ୍ତିପୀଠ ଉତରମୁଖୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ସରକଣା ସେବା ସମବାୟ ସମିତିର ସଭାପତି ତଥା ପ୍ରମେୟ ପ୍ରତିନିଧି ସୋମନାଥ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅଭିଶେକ ସିଂ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୁଭ… Continue reading ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ
