ବାଲିଅନ୍ତା,୨୭|୧୨:ଓଡିଶା ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠ ପରିସରରେ ମହୋତ୍ସବ କମିଟି ଓ ହୀରାପୁର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୮ ତମ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ଗୋଟିପୁଅ ନୃତ୍ୟରେ ଦର୍ଶକ ବିମୋହିତ l ଏହି ନୃତ୍ୟକୁ ଭୁବନେଶ୍ୱର ଆରାଧନା ଡ୍ୟାନ୍ସ ଏକାଡେମୀର କଳାକାର ଅତି କୌଶଳତାର ସହ ପରିବେଷଣ କରିଥିଲେ l ଯେଉଁଥିରେ ପାଞ୍ଚଦେବୀ ଶ୍ରୁତି, ଦେଖଗୋ ରାଧା ମାଧବ ଚାଲି ଏବଂ ବନ୍ଧ ନୃତ୍ୟ ପରିବେଷଣ ଅତି… Continue reading ୬୪ ଯୋଗିନୀ ମହୋତ୍ସବର 2ୟ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଦର୍ଶକ ବିମୋହିତ
୬୪ ଯୋଗିନୀ ମହୋତ୍ସବର 2ୟ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଦର୍ଶକ ବିମୋହିତ
