ସ୍ବର୍ଗତ ଭୀମସେନ ରାମ ଥିଲେ ସମାଜସେବାର ସମର୍ପିତ ପ୍ରତିଭା 

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ଓ ନାରାୟଣ ସେବା ସଙ୍ଘ ବାପୁକୁଟି ପକ୍ଷରୁ ବିଶିଷ୍ଟ ସମାଜସେବୀ, ଗୋସେବାର ମହାନ ବ୍ୟକ୍ତିତ୍ୱ, ଅସହାୟ, ଅଭାବୀଙ୍କ ସାହା ଭରଷା ତଥା ବହୁ ସାମାଜିକ କାର୍ଯ୍ୟ ହାତକୁ ନେଇ ଆସୁଥିବା ସାରସ୍ୱତ ପ୍ରତିଭା ସ୍ବର୍ଗତ ଭୀମସେନ ରାମଙ୍କ କୋଡିଏ ତମ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ ସ୍ଥାନୀୟ ବୋଲଗଡ ଠାରେ ଥିବା ତାଙ୍କ ସ୍ମାରକସ୍ଥଳ ପଂକାଳ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇ ଯାଇଛି I… Continue reading ସ୍ବର୍ଗତ ଭୀମସେନ ରାମ ଥିଲେ ସମାଜସେବାର ସମର୍ପିତ ପ୍ରତିଭା 

ଗୋଲମୁଣ୍ଡା ଏକ ସମୃଦ୍ଧ ପନିପରିବା କେନ୍ଦ୍ର

Farming at golamunda in kalahandi distrcit of odisha state

କଳାହାଣ୍ଡି: କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକର ବର୍ଷା ଛାଇ ଅଞ୍ଚଳରେ, ଚାଷୀମାନେ ଏହି ଅଞ୍ଚଳର କୃଷି କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି। କୃଷ୍ଣ ନାଗ ଏବଂ ଏକ ସମର୍ପିତ ଚାଷୀ ଗୋଷ୍ଠୀଙ୍କ ନେତୃତ୍ୱରେ, ଏହି ପ୍ରବାସୀ-ପ୍ରବଣ ଅଞ୍ଚଳର ଆଠଟି ଗ୍ରାମ ପଞ୍ଚାୟତ (GP) ସମଗ୍ର କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପନିପରିବା ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହୋଇଛି। ପୂର୍ବେ ପନିପରିବା ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଥିବା କଳାହାଣ୍ଡି ଏବେ… Continue reading ଗୋଲମୁଣ୍ଡା ଏକ ସମୃଦ୍ଧ ପନିପରିବା କେନ୍ଦ୍ର

କଳାହାଣ୍ଡିର ଗୋଲାମୁଣ୍ଡା ଚାଷୀ ସଂଘକୁ ପ୍ରଶଂସା କଲେ ମୋଦୀ

Farmers seed a green revolution in rain-shadow Kalahandi

ଗୋଲାମୁଣ୍ଡା: ଚାଷ କରି କ୍ୟାରିୟର କୁ ସଜାଡ଼ି ପାରିଛନ୍ତି ଓଡ଼ିଶା ର ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ। ଏଠି ଦେଖିବାକୁ ମିଳିଚି ସବୁଜ ବିପ୍ଳବ। ତେବେ ଚାଷୀ ଆଜି ଚାଷ କାର୍ଯ୍ୟ ଛାଡ଼ି ଦାଦନ ଖଟିବାକୁ ବିଦେଶମୁହାଁ ହେଉଥିବାବେଳେ କିଛି ସଚେତନ ଯୁବକ ଆଜି କରିଦେଖାଇଛନ୍ତି ସବୁଜ ବିପ୍ଳବ। ଏହି ଦୃଢ଼ମନୋବଳ ସହ ନିଜ ଚାଷ ଜମିରେ କିପରି ସୁନା ଫଳେଇ ହେବ ଆଉ ନିଜର କ୍ୟାରିୟକୁ ସୁଦୃଢ଼ କରିହେବ ଦଶଜଣ ଯୁବକ… Continue reading କଳାହାଣ୍ଡିର ଗୋଲାମୁଣ୍ଡା ଚାଷୀ ସଂଘକୁ ପ୍ରଶଂସା କଲେ ମୋଦୀ

ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ

sai memorialcricket culb tournament1

ବାଳକାଟି,୨୮|୧୨: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜଗେଶ୍ଵରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ ହୋଇଯାଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସମାଜସେବୀ ପବିତ୍ର ବେହେରା, ଯୁବ ସ୍ବେଛାସେବୀ ମିଲନ ଜେନା, ତୁଷାର ଜେନା ପ୍ରମୁଖ ଯୋଗଦେଇ ଏହାର ଉଦଘାଟନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ୧୯ ବର୍ଷରୁ କମ ଖେଳାଳୀ ଭାଗ ନେଇଥିବା ବେଳେ ପ୍ରତିଦଳ… Continue reading ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ

ମାଲଖମ୍ବ ସମରକଳାରେ ଦର୍ଶକ ବିଭୋର ୧୮ତମ

ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ ଉଦଯାପନୀ ସନ୍ଧ୍ୟା ଉଦଯାପିତ ବାଲିଅନ୍ତା,୨୮|୧୨: ହୀରାପୁର ଗ୍ରାମ୍ୟକମିଟି ଓ ୬୪ ଯୋଗିନୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ ଅଷ୍ଟାଦଶ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବର ଆଜି ଥିଲା ଉଦଯାପନୀ ସନ୍ଧ୍ୟା l ଆଜି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଆଜିର ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଥିଲା ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ପୁରୀ ଜିଲ୍ଲାର ଫେଟ ଫାଇଟର କଳାକାର ମାନେ… Continue reading ମାଲଖମ୍ବ ସମରକଳାରେ ଦର୍ଶକ ବିଭୋର ୧୮ତମ

You cannot copy content of this page