ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତାଧର୍ମଗଡ ୮/୯: (ଜନ୍ମେଜୟ ନାଏକ): ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ ଏଆରସି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ… Continue reading ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ

Preparation meeting for Kalahandi Season in Golamunda Block

ଧର୍ମଗଡ଼,୬/୧,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଆଉ କିଛି ଦିନ ବ୍ୟବଧାନରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର ମହାସମାରୋହ । ଏହି ଅବସରରେ ଆଜି ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଶ୍ରୀଧର ପଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକ, ସି ଡ଼ି ପିଓ, କେ ଉଷା ଲକ୍ଷ୍ମୀ,ବି, ଇ,ଓ ଭବାନୀ… Continue reading ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ

ଗୋଲମୁଣ୍ଡା ଏକ ସମୃଦ୍ଧ ପନିପରିବା କେନ୍ଦ୍ର

Farming at golamunda in kalahandi distrcit of odisha state

କଳାହାଣ୍ଡି: କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକର ବର୍ଷା ଛାଇ ଅଞ୍ଚଳରେ, ଚାଷୀମାନେ ଏହି ଅଞ୍ଚଳର କୃଷି କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି। କୃଷ୍ଣ ନାଗ ଏବଂ ଏକ ସମର୍ପିତ ଚାଷୀ ଗୋଷ୍ଠୀଙ୍କ ନେତୃତ୍ୱରେ, ଏହି ପ୍ରବାସୀ-ପ୍ରବଣ ଅଞ୍ଚଳର ଆଠଟି ଗ୍ରାମ ପଞ୍ଚାୟତ (GP) ସମଗ୍ର କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପନିପରିବା ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହୋଇଛି। ପୂର୍ବେ ପନିପରିବା ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଥିବା କଳାହାଣ୍ଡି ଏବେ… Continue reading ଗୋଲମୁଣ୍ଡା ଏକ ସମୃଦ୍ଧ ପନିପରିବା କେନ୍ଦ୍ର

You cannot copy content of this page