ବାପାମାଆ ଛେଉଣ୍ଡ ଝିଅଙ୍କୁ ସରକାରୀ ସହାୟତା ପାଇଁ ସମାଜ ସେବୀ ହରିଶଙ୍କରଙ୍କ ଦାବି

କଳାହାଣ୍ଡି,୪|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଯାହାର ବାପା ମାଆ ନାହିଁ ତାହାର କେବଳ ସରକାର ବ୍ୟତୀତ ଅନ୍ୟ କେହି ନାହିଁ, ଏ ଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଦ୍ମପୁର ଗ୍ରାମରେ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବାପା ମାଆ ଛେଉଣ୍ଡ ଝିଅ ସାଲେନି ନିଆଲ, ପିତା ଆକାଶ ନିଆଲ, ଓ ଜନ୍ମ ଦାତ୍ରୀ ମାଁ ଅମ୍ବିକା, ଗ୍ରାମ ବୋରଗୁଡା… Continue reading ବାପାମାଆ ଛେଉଣ୍ଡ ଝିଅଙ୍କୁ ସରକାରୀ ସହାୟତା ପାଇଁ ସମାଜ ସେବୀ ହରିଶଙ୍କରଙ୍କ ଦାବି

ଛିଲିପା ଠାରେ ରେ ପଞ୍ଚାୟତ ସ୍ଥରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ

କଳାହାଣ୍ଡି,୪|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମେହେର, ସମ୍ମାନିତ ଅତିଥି ଭାବରେ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଜିଲ୍ଲାପରିଷଦ ସଦସ୍ୟ… Continue reading ଛିଲିପା ଠାରେ ରେ ପଞ୍ଚାୟତ ସ୍ଥରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ

ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ, ବାଣ ଭିଡିବା ବେଳେ ବଡ଼ ଅଘଟଣ

ଜଗତସିଂହପୁର: ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ । ଜଗତସିଂହପୁର ବଡ଼ବାଗ ଅଞ୍ଚଳରେ ବାଣ ଭିଡିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ଉଡିଗଲା ଘର ଛାତ, ୨ ଜଣଙ୍କ ମୃତ୍ୟୁ । ୨ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର । ବେଆଇନ ବାଣ ଭିଡିବା ବେଳେ ବିସ୍ଫୋରଣରେ ଘରର ଛାତ ଉଡିଯାଇଛି । ବଡ଼ବାଗ ଅଞ୍ଚଳର ସୁଶୀଲ ଦାସଙ୍କ ଘରେ ବେଆଇନ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ତୀବ୍ରତା ଏମିତି ଥିଲା… Continue reading ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ, ବାଣ ଭିଡିବା ବେଳେ ବଡ଼ ଅଘଟଣ

କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ

କଳାହାଣ୍ଡି ,୪ |୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି , ନୂଆପଡ଼ା, ରାୟଗଡା, ବଲାଙ୍ଗୀର ,ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କାର୍ଯ୍ୟ କର୍ତ୍ତା ମାନେ ଅଂଶ ଗ୍ରହଣ କରି ଥିଲେ। ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ଡିଲେଶ୍ୱର ମହାନ୍ତଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ସଂଯୋଜକ ଶ୍ୟାମ ପ୍ରସାଦ ଜୀ… Continue reading କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ

ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ସାକ୍ଷୀଗୋପାଳ: ବୃକ୍ଷ ହିଁ ଜୀବନ, ବୃକ୍ଷ ରୋପଣ କରନ୍ତୁ, ପରିବେଶକୁ ସୁରକ୍ଷା ଦିଅନ୍ତୁ । ଏଭଳି ଅନୁଚିନ୍ତା ସହିତ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ନୂଆସୋମେଶ୍ୱରପୁର ସ୍କୁଲ୍ର ୨୦୦୭ ବ୍ୟାଚ୍ ର ପୂର୍ବତନ ଛାତ୍ର ଓ ଛାତ୍ରୀ । ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍କୁଲ୍ ଦିନର ସ୍ମୃତିକୁ ତାଜା କରିବା ସହିତ ପରିବେଶ ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ନବବର୍ଷର ତୃତୀୟ ଦିନ ତଥା ଶୁକ୍ରବାର ବଳପୁର ସାଗରସ୍ନାନ… Continue reading ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’- ୨0୨୫ ଧର୍ମଗଡର ମା’ ଭଣ୍ଡାର ଘରଣୀ ମଞ୍ଚରେ ଅନୁଷ୍ଠିତ ହେବ

କଳାହାଣ୍ଡି,୪|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୧୪ ତାରିଖରୁ ଭବାନୀପାଟଣାରେ ଜ଼ିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୪ ଦିନ ଧରି ପାଳନ ହେବାକୁ ଥିବା ବେଳେ ୧୫ ତାରିଖରୁ ୧୭ ଯାଏଁ ଧର୍ମଗଡ଼ରେ ୩ ଦିନ ଧରି ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ । ଏଥିପାଇଁ ଧର୍ମଗଡ ବ୍ଲକ ସଭା ଗୃହରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଉତ୍ସବ କମିଟିର ଅଧ୍ୟକ୍ଷ ଧିମାନ ଚକମା ଏଥିରେ… Continue reading ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’- ୨0୨୫ ଧର୍ମଗଡର ମା’ ଭଣ୍ଡାର ଘରଣୀ ମଞ୍ଚରେ ଅନୁଷ୍ଠିତ ହେବ

You cannot copy content of this page