ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨0୨୫ ଉଦ୍ ଯାପିତ

ଧର୍ମଗଡ଼ ୧୩|୧(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାକୁ ନେଇ ଚଳିତ ମାସ ତା ୧୦,୧୧,୧୨ ରିଖ ତିନି ଦିନ ଧରି  ଗୋଲାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମ ଚୁରାପାହାଡ଼ ମଞ୍ଚରେ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉତ୍ସବର ଅଧ୍ଯକ୍ଷ ତ‌ଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଶେଷ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ, ସ୍ୱତନ୍ତ୍ର… Continue reading ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨0୨୫ ଉଦ୍ ଯାପିତ

ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ

କଳାହାଣ୍ଡି, ୧୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ବଣ୍ଡାକୁଟୁରା ସ୍ଥିତ କର୍ତ୍ତବ୍ୟ କାର୍ଯ୍ୟାଳୟ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ୯କିମି ରାସ୍ତା ଉପରେ ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ଡାକ୍ତର ମୋନିକା ପରଶିରା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥଲେ।ଏଥିରେ କଲମପୁର… Continue reading ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ

କଳାହାଣ୍ଡି ଉତ୍ସବ ଘୁମୁରା: ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା।

କଳାହାଣ୍ଡି, ୧୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ମହିଳା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଡ ବସୁଲ ପଡିଆ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ୫କିମି ରାସ୍ତା ଉପରେ ଏହି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡାକ୍ତର ମୋନିକା ପରଶିରା… Continue reading କଳାହାଣ୍ଡି ଉତ୍ସବ ଘୁମୁରା: ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା।

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨0୨୫ ଉଦଯାପିତ

କଳାହାଣ୍ଡି, ୧୩|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାର ପ୍ରସାର ଓ ଲୁକ୍କାୟିତ କଳାକାରଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିଲା କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା । ଗୋଲାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମ ଚୁରାପାହାଡ଼ ମଞ୍ଚରେ ରବିବାର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି। ଉତ୍ସବର ଅଧ୍ଯକ୍ଷ ତ‌ଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି… Continue reading ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨0୨୫ ଉଦଯାପିତ

ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ

Celebrating 10 years of Nilakanteshwar Senior Citizens Forum

ବାଲିଅନ୍ତା: ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ ପୁରୁଣା ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗର ରୁଚିକା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀ, ସମ୍ପାଦକ ରାମଶଙ୍କର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ଅଞ୍ଚଳର ସମ୍ବାଦଦାତା ସୂର୍ଯ୍ୟକାନ୍ତ ଭୋଳ, ଗୋବର୍ଦ୍ଧନ ଦାସ ଯୋଗଦେଇଥିଲେ l ଏହି ଅବସରରେ ୧0ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କେକ କାଟି ହସଉଲ୍ଲାସରେ ପାଳନ କରିଥିବା ବେଳେ ଏକ… Continue reading ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ

ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା

Swami Vivekananda Birth Anniversary and Celebration Meeting

ବାଲିଅନ୍ତା,୧୨|୧: ଅରବିନ୍ଦ ୟୁଥ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଉମାଦେଇବ୍ରହ୍ମପୁର ପଞ୍ଚାୟତ ସୁଦର୍ଶନ ଦାରୁସ୍ଥଳୀ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସାରଦା ଶତପଥୀ, ସମ୍ମାନିତ ଅତିଥିଭାବେ ବରିଷ୍ଠ ବିଜେପି ନେତା ମାଗୁଣୀ ସେଠି, ସୁବାସ ଜେନା, ଦିଲ୍ଲିପ ସ୍ୱାଇଁ, ଜଗନ୍ନାଥ… Continue reading ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା

ଦୁଇଗୋଟି ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

rice mandi inaugurated at balianta panchayat

ବାଲିଅନ୍ତା,୧୨।୧: ବାଲିଅନ୍ତା ବ୍ଳକ ଅଧିନ ବଇଁଚୁଆ ଓ ବାଲିଅନ୍ତା ପଞ୍ଚାୟତରେ ଚଳିତବର୍ଷର ଧାନମଣ୍ଡି ରବିବାର ଉଦଘାଟିତ ହୋଇଯାଇଛି । ପ୍ରଥମେ ବଇଁଚୁଆ ପଞ୍ଚାୟତ ଅତିଥି ଭାବେ ବିଧାୟକ ନବକିଶୋର ମଲ୍ଲିକ, ସରପଞ୍ଚ ରଶ୍ମିତା ସାହୁ, ରାଜସ୍ଵ ନୀରକ୍ଷକ ଦୁଃଖୀଶ୍ୟାମ ସ୍ଵାଇଁ, ସେବା ସମବାୟ ସମିତି ସଭାପତି ବେଣୁଧର ପରିଡ଼ା,ଉପ ସହକାରୀ ନିବନ୍ଧକ ଅମୀୟ ଖୁଣ୍ଟିଆ ଯୋଗାଣ ଯୋଗ ଦେଇ ମଣ୍ଡିକୁ ଉଦଘାଟନ କରିଥିଲେ। ପ୍ରଥମ ଦିବସରେ ୪୦ ଜଣ ଚାଷୀ ଟୋକନ ପାଇଥିଲେ । ୭ ଜଣ… Continue reading ଦୁଇଗୋଟି ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

ଧର୍ମଗଡ ଉପଖଣ୍ଡସ୍ତରୀୟ କଳାହାଣ୍ଡି ମହୋତ୍ସବ “ଘୁମୁରା”୨0୨୫ ପାଇଁ ସଜେଇ ହେଉଛି ମା’ ଭଣ୍ଡାର ଘରଣୀ ମଞ୍ଚ

କଳାହାଣ୍ଡି,୧୩।୧ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆସନ୍ତା ଜାନୁଆରୀ ୧୫ ରୁ ୧୭ ପର୍ଯ୍ୟନ୍ତ ମା’ଭଣ୍ଡାରଘରଣୀଙ୍କ ମାଟିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ହେବାକୁଥୁବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଉପ କମିଟିର କାର୍ଯ୍ୟକର୍ତ୍ତା ମାନେ ନିଜନିଜ କାର୍ଯ୍ୟରେ ଲାଗିଥିବାବେଳେ ପ୍ରଶାସନ ତରଫରୁ ମଧ୍ଯ ତ୍ୱରାନ୍ବିତ କରାଯାଉଛି । ଉତ୍ସବ ଆରମ୍ଭ ପାଇଁ ହାତ ଗଣତି ଆଉ ଅଳ୍ପ କିଛିଦିନ ବାକି ଥିବାବେଳେ ମୁଖ୍ୟ ଆକର୍ଷଣ ମଞ୍ଚକାମ… Continue reading ଧର୍ମଗଡ ଉପଖଣ୍ଡସ୍ତରୀୟ କଳାହାଣ୍ଡି ମହୋତ୍ସବ “ଘୁମୁରା”୨0୨୫ ପାଇଁ ସଜେଇ ହେଉଛି ମା’ ଭଣ୍ଡାର ଘରଣୀ ମଞ୍ଚ

You cannot copy content of this page